ଜାତୀୟ ସବଜୁନିୟର ତାଏକୋଣ୍ଡ ଚାମ୍ପିଅନସିପରେ ରୋପ୍ୟ ପଦକ ପାଇଲେ ସୁଶ୍ରୀ ଓ ଜେ. ସାଇରାମ
ଜାତୀୟ ସବଜୁନିୟର ତାଏକୋଣ୍ଡ ଚାମ୍ପିଅନସିପରେ ରୋପ୍ୟ ପଦକ ପାଇଲେ ସୁଶ୍ରୀ ଓ ଜେ. ସାଇରାମ। ବ୍ରହ୍ମପୁର ଛାତ୍ରଛାତ୍ରୀ ତାଏକୋଣ୍ଡ ଚାମ୍ପିଅନସିପରେ ଜାତୀୟ ସ୍ତରରେ ପାଇଛନ୍ତି ସଫଳତା ।ଗତମାସ ମାର୍ଚ୍ଚ ୨୮ ରୁ୩୧ ମଧ୍ୟରେ ରାଜସ୍ଥାନ ସ୍ଥିତ କୋଟା ବିଶ୍ୱବିଦ୍ୟାଳୟ ଠାରେ ଜାତୀୟ…
