Spread the love

Big Braking Newsଗ୍ୟାସ ଟାଙ୍କି ଫାଟି ତିନି ଗ୍ରୁରୁତର ।ଅନୁଗୋଳ ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ମା ବ୍ରାହ୍ମଣୀ ଦେବୀ ପୀଠ ସାମ୍ନାରେ ଅଘଟଣ ହୋଇଥିବା ସୂଚନା ଅନୁଯାୟୀ ରାତ୍ରୀ ୧.୪୫ ହେବ ବହୁତ ଜୋର ଆବାଜ ହୋଇଥିଲା ପଡୋଶି ଲୋକ ଆବାଜ ଶୁଣି ଉଠି ଆସି ଦେଖାଲା ବେଳକୁ ନିଆଁ ଜଳୁଥିବା ଘରକୁ ଲିଭାଇବା ସହ ପ୍ରଥମେ ନାଲକୋ ପୋଲିସ କୁ ଖବର ଦେଇଥିଲେ ନାଲକୋ ପୋଲିସ ପ୍ରଥମେ ଅନୁଗୋଳ ଅଗ୍ନିଶ୍ରମ ବିଭାଗ ଓ ପରେ ନାଲକୋ ସିପିପି ଅଗ୍ନିଶ୍ରମ ବିଭାଗ ପହଁଚି ନିଆଁ କୁ ଆୟତ କରିଥିଲେ ଓ ଘରେ ଭିତରେ ସୋଇଥିବା ଅବସ୍ଥାରେ ୩ଜଣଙ୍କୁ ଅଗ୍ନିଶ୍ରମ ଉଦ୍ଧାର କରି ପ୍ରଥମେ ନାଲକୋ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇ ଅନୁଗୋଳ ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରୀତ କରିଥିଲେ ।ଅଧିକ ଗୁରୁତ୍ତର ହେବାରୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି।ଗୁରୁତର ବ୍ୟକ୍ତି ହେଲେ ବିଭୁତି ଭୂଷଣ ପ୍ରଧାନ(୫୦) ବର୍ଷ , ରତ୍ନ ମଞ୍ଜରୀ ପ୍ରଧାନ(୪୨)ବର୍ଷ ,ଦିଗନେସ ପ୍ରଧାନ ବୋଲି ସୂଚନା ।ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *