ତାଳଚେରରେ ଉତର କେନ୍ଦ୍ରାଚଂଳ ଡ଼ିଆଜିଙ୍କ ଦାୟୀତ୍ୱ ଗ୍ରହଣ
ତାଳଚେରରେ ଉତର କେନ୍ଦ୍ରାଚଂଳ ଡ଼ିଆଜିଙ୍କ ଦାୟୀତ୍ୱ ଗ୍ରହଣତାଳଚେର, ୨୬/୦୮ ଆଇପିଏସ୍ ଅଧିକାରୀ ଆଶିଷ କୁମାର ସିଂହ ଉତରାକେନ୍ଦ୍ରାଚଂଳ ଡ଼ିଆଇଜି ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । ୨୦୧୦ ବ୍ୟାଚ୍ ଏହି ଆଇପିଏସ୍ ଅଧିକାରୀ ଟ୍ରେନିଙ୍ଗ ପରେ ନୂଆପଡ଼ାରେ ଏସପିଭାବେ ପ୍ରଥମେ ନିଯୁକ୍ତ ପାଇଥିଲେ…
