ବ୍ଲକ୍ ରେ ସାଇକେଲ କାହାର ଜନସାଧାରଣ ରେ ଚର୍ଚ୍ଚା
ବ୍ଲକ୍ ରେ ସାଇକେଲ କାହାର ଜନସାଧାରଣ ରେ ଚର୍ଚ୍ଚା ଶାରୀରିକ ବିକଳାଙ୍ଗ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ସାଇକେଲ ଖତରେ ପରିଣତ ହେବକି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟଳୟ ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଶାରୀରିକ ଭିର୍ଣ୍ଣକ୍ଷମ ମାନଙ୍କ…
