Category: ଅନୁଗୋଳ

ମହିମା ଗାଦିରେ ବୃକ୍ଷ ରୋପଣ କଲେ ଜିଲ୍ଲା କଂଗ୍ରେସ କମିଟି ସଭାପତି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ କୁସୁମଗଡ଼ ଠାରେ ଥିବା ମହିମା ଗାଦିରେ ମାଘ ଚତୁର୍ଦଶୀ ବାର୍ଷିକ ମହୋତ୍ସବ ବା ମହିମା ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମହୋତ୍ସବରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ବିପ୍ଳବ ଜେନା…

ସିକ୍ୟୁରିଟି ଗାର୍ଡ କୁ ମାରାତ୍ମକ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ କୋର୍ଟଚାଲାଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଥିବା ଗଡ଼ ବୁଢ଼ାପଙ୍କ ଗ୍ରାମ ର ଦୁଇ ଜଣ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ କୁ ମାରାତ୍ମକ ଆକ୍ରମଣ ଘଟଣାରେ ବଅଁରପାଳ ପୋଲିସ ଜଣେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ଗଡ଼…

୨୦ ଜାନୁଆରୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରୋଜଗାର ମେଳା

ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ…

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପାଳିତ ହେଉଛି ଆଇକନିକ୍‌ ସପ୍ତାହ

କଟକରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ…

ସ୍କୁଟି ଉପରେ ଚଢ଼ିଗଲା କୋଇଲା ବୁଝେଇ ଟ୍ରକ

Breaking News #ପୁଣି ୫୫ନଂ ଜାତୀୟ ରାଜପଥରେ ଦୃଘଟଣା । ସ୍କୁଟି ଉପରେ ଚଢ଼ିଗଲା କୋଇଲା ବୁଝେଇ ଟ୍ରକ ! ଅନୁଗୋଳ ନାଲକୋ ସିପିପି ଛକ ରେ ଦୃଘଟଣା ।ଅଳ୍ପକେ ବର୍ତିଲେ ସ୍କୋଟି ଆରୋହି ମହିଳା।ବାଇକି ଆରୋହି ଙ୍କ ଘର ବଅଁରପାଳ…

ଫେବୃଆରୀ ୧୩ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍

ଫେବୃଆରୀ ୧୩ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍ ଭୁବନେଶ୍ୱର : ଶିକ୍ଷା ଅଧ୍ୟାକାର ଆଇନ ଆକ୍ଟ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩ – ୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି । ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ…

ରିମିଟ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଅନୁଗୋଳ ଜିଲ୍ଲା ପଞ୍ଚମହଲା ନିଯୁକ୍ତି ଭିତ୍ତିକ ସ୍ଥାୟୀ ସ୍ୱୀକୃତି ପ୍ରାପ୍ତ ଆଇ. ଟି ଓ ମ୍ୟାନେଜମେଣ୍ଟ ରିମିଟ କଲେଜ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଗୋଳ ପୌରାଞ୍ଚଳ ର ବୁଢୀ ଠାକୁରାଣୀ ଛକ, ଥାନା ଛକ ମାନଙ୍କ ରେ ସଡ଼କ ସୁରକ୍ଷା ସପ୍ତାହ…

ଚକବନ୍ଦୀ ଉଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଚକବନ୍ଦୀ ଉଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କୁ ଚାଷୀ ସୁରକ୍ଷା କମିଟି ତରଫରୁ ଚକବନ୍ଦୀ ଉଚ୍ଛେଦ ଦାବୀରେ ଏକ ଦାବୀ ପତ୍ର ପ୍ରଦାନ କରିବା ସହିତ ଵିକ୍ଷୋଭ ପଦର୍ଶନ କରିଥିଲେ।…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ କରାଯାଇଥିବା ଓ ତାଲିକାରେ ସାମିଲ କରାଯିବ ନିମନ୍ତେ ବ୍ଲକ୍ରେ ଅଭିଯୋଗ କରିଛନ୍ତି ଯୋଗ୍ୟ ହିତାଧିକାରୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ମହିଳା ପୁରୁଷ ମାନେ ଆଜି ଆସି ସରକାର ଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲଥିବା ଲିଷ୍ଟ କୁ ବିରୋଧ କରି ବ୍ଲକ୍ ଅଧୀକାରିଣୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।…

୨୬ତମ ଜାତୀୟ ଯୁବ ମହୋତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ଶ୍ରୀ ଅନୁରାଗ ଠାକୁର

ଜାତୀୟ ଯୁବ ମହୋତ୍ସବ ଏକତା ଏବଂ ଅଖଣ୍ଡତାର ପ୍ରତୀକ ଅଟେ କାରଣ ଏହା ଭାରତର ଏକ ପ୍ରତିବିମ୍ବ ସୃଷ୍ଟି କରେ: ଶ୍ରୀ ଅନୁରାଗ ଠାକୁର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ…