ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଓ ଦ୍ୱିତୀୟ ବିବାହ ଅଭିଯୋଗ, ପୋଲିସର ଦ୍ୱାରସ୍ଥ ସ୍ତ୍ରୀ
ଇନ୍ଷ୍ଟାଗ୍ରାମ ଫଟୋରୁ ଖୋଲିଲା ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରହସ୍ୟ! ଥାନାରେ ପହଞ୍ଚିଲେ ସ୍ତ୍ରୀ ବଅଁରପାଳ: ଇନ୍ଷ୍ଟାଗ୍ରାମରେ ଦେଖିଥିବା କିଛି ଫଟୋକୁ ନେଇ ବଅଁରପାଳ ଥାନାରେ ଏକ ପାରିବାରିକ ବିବାଦ ଅଭିଯୋଗ ଆସିଛି। ନୂଆହତା ଗ୍ରାମର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ…
