ପୋଲିସ କାର୍ଯ୍ୟକଳାପର ତଦାରଖ କଲେ ଅନୁଗୋଳ ଏସ୍ପି, ଖମାର ଥାନା ଓ ପାଳଲହଡା ଏସଡିପିଓ କାର୍ଯ୍ୟାଳୟ ପରିଦର୍ଶନ
ଖମାର ଥାନା ଓ ପାଳଲହଡା ଏସଡିପିଓ କାର୍ଯ୍ୟାଳୟ ପରିଦର୍ଶନ କଲେ ଅନୁଗୋଳ ଏସ୍ପି ଅନୁଗୋଳ: ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଖମାର ପୋଲିସ ଷ୍ଟେସନ ଏବଂ ପାଳଲହଡା ଏସଡିପିଓ କାର୍ଯ୍ୟାଳୟ ପରିଦର୍ଶନ କରି ପୋଲିସ କାର୍ଯ୍ୟକାରିତାର ବିଭିନ୍ନ ଦିଗର ସମୀକ୍ଷା କରିଛନ୍ତି।ପରିଦର୍ଶନ ସମୟରେ…
