Category: ଅନୁଗୋଳ

ପାଳଲହଡାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମି ପୂଜନ ଅନୁଷ୍ଠିତ

ପାଳଲହଡାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମି ପୂଜନ ଅନୁଷ୍ଠିତ ଅନୁଗୋଳ,୧୦.୦୭: ପାଳଲହଡ଼ା ଉପଖଣ୍ଡରେ ଓଡ଼ିଶାର ୭୭ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଅଟ୍ଟାଳିକାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ…

MCLର ସଫଳତାରେ ନୂଆ ଅଧ୍ୟାୟ, ୧୪ଟି କୋଇଲା ଖଣିକୁ ମିଳିଲା ‘ଷ୍ଟାର୍ ରେଟିଂ’ ସମ୍ମାନ

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ‘ଷ୍ଟାର୍ ରେଟିଂ ଆୱାର୍ଡ୍ସ’ରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ଏକ ବଡ଼ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କମ୍ପାନୀର ମୋଟ ୧୪ଟି କୋଇଲା ଖଣିକୁ ସମ୍ମାନଜନକ ‘ଷ୍ଟାର୍ ରେଟିଂ’ ପ୍ରଦାନ କରାଯାଇଛି।…

ଅନୁଗୋଳରେ ଆସୁଛି ୧୦୮୦ ମେଗାୱାଟ ପାୱାର ପ୍ଲାଣ୍ଟ! ନାଲକୋ-ଏନଏଲସି ଇଣ୍ଡିଆ ମଧ୍ୟରେ ବଡ଼ ଚୁକ୍ତି

ଭୁବନେଶ୍ୱର: ଅନୁଗୋଳ ଠାରେ ୧୦୮୦ ମେଗାୱାଟ ଥର୍ମାଲ୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ମିଳିତ ଉଦ୍ୟମ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀଠାରେ କେନ୍ଦ୍ର କୋଇଲା ଏବଂ…

ଅନୁଗୋଳରେ ଏସ୍‌ପିଙ୍କ ସମୀକ୍ଷା ବୈଠକ; ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ଉପରେ ଜୋର

ଅନୁଗୋଳ: ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅପରାଧ ଧାରା, ତଦନ୍ତର ଗୁଣବତ୍ତା, ବିଚାରାଧୀନ ମାମଲାର ଅଗ୍ରଗତି, ଦଣ୍ଡବିଧାନର ସ୍ଥିତି ସହ ମହିଳା ଓ ଶିଶୁ…

ଦେଉଳବେଡ଼ା ଡ଼ାକଘରେ ଡ଼ାକା

ଦେଉଳବେଡ଼ା ଡ଼ାକଘରେ ଡ଼ାକାତାଳଚେର, ୦୯/୦୭ ତାଳଚେର ବ୍ଲକ କୋଲିୟରି ଥାନା ଅନ୍ତର୍ଗତ ଦେଉଳବେଡ଼ା ସ୍ଥିତ ଡ଼ାକଘରୁ ଦୃର୍ବୁତମାନେ ବିଳମ୍ବିତ ରାତ୍ରିରେ ଫାଟକ ଡ଼େଇଁ କବାଟକୁ ଭାଙ୍ଗି ବିଭିନ୍ନ ସାମ୍ରଗୀ ରାତିରେ ଲୁଟି ନେଇଥିବା ଘଟଣା ଦେଉଲବେଡ଼ାରେ ଚହଳ ପକାଇଦେଇଛି । ଘଟଣାରୁ…

ବଅଁରପାଳ ଶିଶୁ ବିଦ୍ୟା ମନ୍ଦିର ରେ ବନ ମହୋତ୍ସବ ପାଳିତ

ବଅଁରପାଳ ଶିଶୁ ବିଦ୍ୟା ମନ୍ଦିର ରେ ବନ ମହୋତ୍ସବ ପାଳିତ।08/07) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଟାଟା ଷ୍ଟିଲ, ମେରାମଣ୍ଡଳି ର ମିଳିତ ପ୍ରୟାସରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ବନ 40 ରୁ ଉର୍ଦ୍ଧ୍ୱ ବୃକ୍ଷ…

ପାଲଲହଡ଼ାରେ ଜନ ଅଭିଯୋଗ ଶିବିର: ୫୪ ଅଭିଯୋଗ ଉପରେ ଶୁଣାଣି, ୩ ହିତାଧିକାରୀଙ୍କୁ ମିଳିଲା ରେଡକ୍ରସ ସହାୟତା

ପାଲଲହଡ଼ାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି; ୫୪ଟି ଅଭିଯୋଗର ଶୁଣାଣି, ୩ ଜଣଙ୍କୁ ରେଡକ୍ରସ ସହାୟତା ପାଲଲହଡ଼ା: ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ପାଲଲହଡ଼ା ବ୍ଲକ ମୁଖ୍ୟାଳୟଠାରେ ମିଳିତ…

ମାନବତାର ବାର୍ତ୍ତା: ଅସୁସ୍ଥଙ୍କ ପାଖରେ ଛିଡ଼ା ହେଲେ ସମାଜସେବୀ

ମାନବ ସେବା ହିଁ ମାଧବ ସେବା: ଅସୁସ୍ଥ ବ୍ୟକ୍ତିଙ୍କୁ ସମାଜସେବୀଙ୍କ ଆର୍ଥିକ ସହାୟତା ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର ଲଙ୍ଗୁଳିଆବେଡା ଗ୍ରାମର ଅଜୟ ସାହୁ ଅସୁସ୍ଥ ଥିବା ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ତାଙ୍କ ବାସଭବନରେ ପହଞ୍ଚି…

ଅନୁଗୋଳରୁ ପୁରୀ–କୋରାପୁଟ ଏକ୍ସପ୍ରେସକୁ ସବୁଜ ସଙ୍କେତ, ଯୋଗାଯୋଗରେ ଆସିଲା ନୂଆ ଗତି

ଅନୁଗୋଳରୁ ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ, ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ଅନୁଗୋଳ: ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପୁରୀ–କୋରାପୁଟ ଏକ୍ସପ୍ରେସ ରେଳସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅନୁଗୋଳ…