Category: ଅନୁଗୋଳ

ଏମସିଏଲ୍ ଲୋଗୋ ଥିବା ଟ୍ରିବ୍ୟୁନାଲ୍ ସାଇନବୋର୍ଡକୁ ନେଇ ଅସନ୍ତୋଷ

ଏମସିଏଲ୍ ଲୋଗୋ ଥିବା ଟ୍ରିବ୍ୟୁନାଲ୍ ସାଇନବୋର୍ଡକୁ ନେଇ ଅସନ୍ତୋଷତାଳଚେର, ୦୪/୦୭ ତାଳଚେରରେ କାର୍ଯ୍ୟରତ କୋଇଲା ଭାର ବହନ କ୍ଷେତ୍ର (କୋଲ୍ ବିୟରିଂ ଏରିଆ) ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ର ସାଇନବୋର୍ଡ ରେ ଭାରତ ସରକାରଙ୍କ ଅଶୋକ ସ୍ତମ୍ଭ ପରିବର୍ତେ ଏମସିଏଲ୍ ର ଲୋଗୋ…

ହିଙ୍ଗୁଳା ମନ୍ଦିର ର ବିକାଶ ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ସାଂସଦ ଙ୍କ ଆଲୋଚନା

ହିଙ୍ଗୁଳା ମନ୍ଦିର ର ବିକାଶ ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ସାଂସଦ ଙ୍କ ଆଲୋଚନାତାଳଚେର, ୦୪/୦୭ ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ମନ୍ଦିର ବୁଲି ଦର୍ଶନ କରିଛନ୍ତି…

ତାଳଚେର ର ବିକାଶ ଓ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର

ତାଳଚେର ର ବିକାଶ ଓ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ରତାଳଚେର, ୦୪/୦୭ ତାଳଚେର ର ସାମଗ୍ରୀକ ବିକାଶ ଓ ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ଯ୍ୟ ପାଇଁ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୂତିଆ…

ଜିଏନଏମ ଟ୍ରେନିଂ ସ୍କୁଲରେ ନାମ ଲେଖା ଅନୁମୋଦନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଜିଏନଏମ ଟ୍ରେନିଂ ସ୍କୁଲରେ ନାମ ଲେଖା ଅନୁମୋଦନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ତାଳଚେର,୪/୭: ତାଳଚେରବଏନ.ଏସ.ସି.ଏଚ ହସ୍ପିଟାଲ ସ୍ଥିତ ଜିଏନଏମ ଟ୍ରେନିଂ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପାଇଁ ଅନୁମୋଦନ ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଏବଂ…

ଆଜିର ରାଶିଫଳ

ଆଜିର ରାଶିଫଳ – ୪ ଜୁଲାଇ ୨୦୨୬ (ଶନିବାର) ♈ ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ।ଶୁଭ ଫଳାଫଳ: କାର୍ଯ୍ୟସିଦ୍ଧିଶୁଭ ସଂଖ୍ୟା: ୯ଶୁଭ ରଙ୍ଗ: ଲାଲଶୁଭ ସମୟ: ସକାଳ ୯:୦୦…

“ଆମ କୁନାକୁନି”ର ରଥ ବିଶେଷାଙ୍କ ଲୋକାର୍ପିତ

“ଆମ କୁନାକୁନି”ର ରଥ ବିଶେଷାଙ୍କ ଲୋକାର୍ପିତତାଳଚେର, ୦୩/୦୭ ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ରଥ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ମା ହିଙ୍ଗୁଳା ପାଠାଗାରର ପ୍ରତିଷ୍ଠାତା…

ଜିଏମ ସ୍ତରରେ ଅଦଳବଦଳ

ଜିଏମ ସ୍ତରରେ ଅଦଳବଦଳତାଳଚେର, ୦୩/୦୭ ତାଳଚେର ବିଭିନ୍ନ ଖଣିର ଜିଏମ ସ୍ତରରେ ଅଦଳବଦଳ ହୋଇଥିବା ଦେଖିବାକୁ ମିଳିଛି । ତାଳଚେର ଜଗନ୍ନାଥ ନୋଡ଼ାଲ ଜିଏମଙ୍କ ଅବସର ଗ୍ରହଣ କରିବାପରେ ସେହିସ୍ଥାନକୁ ଭୂବନେଶ୍ୱରୀ ଜିଏମ ଏକେ ସିଂହଙ୍କୁ ଅବସ୍ଥାପିତ କରାଯାଇଛି । ସେହିଭଳି…

ଦୃର୍ବୁତମାନେ ଲୁଟିନେଲେ ପାଣିମିଟର

ଦୃର୍ବୁତମାନେ ଲୁଟିନେଲେ ପାଣିମିଟରତାଳଚେର, ୦୩/୦୭ ତାଳଚେର ପୌରପରିଷଦ ଅଚଂଳକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଦିଆଯାଇଥିବା ପାଇପରୁ ଦୃର୍ବୁତମାନେ ମିଟର ଗୁଡ଼ିକୁ ମଧ୍ୟରାତ୍ରୀରେ କାଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି । ପୌରପରିଷଦ ୱାର୍ଡ଼ ନଂ- ୫, ୭, ୮କୁ ସଂଯୋଗୀ…

ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଗୋଳ, ୦୩.୦୬ : ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ…

ତାଳଚେରରେ ସାଇବର ସଚେତନତା କାର୍ଯ୍ୟକ୍ରମ, ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ

ଅନୁଗୋଳ: ଅନୁଗୋଳ ସାଇବର ଥାନା ପୋଲିସ ପକ୍ଷରୁ ତାଳଚେର ସଭାଘରଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନିଅର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ), ହାଟତୋଟା ବଣିକ ସଂଘ ଏବଂ ଆଇ ଡ୍ରିମ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀଙ୍କ…