ତାଳଚେରରେ ସାଇବର ସଚେତନତା କାର୍ଯ୍ୟକ୍ରମ, ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ
ଅନୁଗୋଳ: ଅନୁଗୋଳ ସାଇବର ଥାନା ପୋଲିସ ପକ୍ଷରୁ ତାଳଚେର ସଭାଘରଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନିଅର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ), ହାଟତୋଟା ବଣିକ ସଂଘ ଏବଂ ଆଇ ଡ୍ରିମ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀଙ୍କ…
