ଗଣେଶ ପୂଜା ଅବସରରେ ସହିଦ ବାଜି ରାଉତ କ୍ଲବ୍ ତରଫରୁ ପ୍ରସାଦ ବଂଟନ
ଗଣେଶ ପୂଜା ଅବସରରେ ସହିଦ ବାଜି ରାଉତ କ୍ଲବ୍ ତରଫରୁ ପ୍ରସାଦ ବଂଟନ ଢେଙ୍କାନାଳ, ୨୩/୯: ଅଦ୍ୟ ମଧ୍ୟାହ୍ନରେ ଗଣେଶ ପୂଜା ଅବସରରେ ସହିଦ୍ ବାଜି ରାଉତ କ୍ଲବ୍ ତରଫରୁ ସ୍ଥାନୀୟ ବାପୁଜୀ ଉ.ପ୍ରା. ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା…
