ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଢେଙ୍କାନାଳ,୧୧।୯: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ଆହ୍ବାନ କ୍ରମେ ସମସ୍ତ ବର୍ଗର ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କର ତିନିଦଫା ଦାବି ପୂରଣ ନିମନ୍ତେ ଗତ ଅଗଷ୍ଟ ମାସ ୫ ତାରିଖରୁ ୩୧୪ ବ୍ଲକ୍ ଶିକ୍ଷାଧିକାରୀ…
