ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଭଳିବଲ ପ୍ରତିଯୋଗିତା ( 2025)ପାଇକ ପୁରୁଣାକୋଟ ଷ୍ଟାଡିଅମ ଠାରେ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଭଳିବଲ ପ୍ରତିଯୋଗିତା( 2025)ପାଇକ ପୁରୁଣାକୋଟ ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଯାଇଛି..ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ହିନ୍ଦୋଳ, କାମାଖ୍ୟା ନଗର, ଗନ୍ଦିଆ, ସଦର, ପରଜଙ୍ଗ, ଭୁବନ,. ଓଡାପଡା,କଙ୍କଡ଼ାହାଡ଼ ର ଉଭୟ ବାଳକ ଓ ବାଳିକା ମାନେ ଭାଗ…
