Category: ନୂଆଦିଲ୍ଲୀ

ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ, ରାଜ୍ୟଗୁଡ଼ିକୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

ପାକିସ୍ତାନ ସହିତ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କ୍ଷେତ୍ରକୁ ପ୍ରବେଶ କରିଛି। ଆଜି ସକାଳେ ଭାରତୀୟ ସେନା ପାକିସ୍ତାନର ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି। ସେହି ସମୟରେ, ପାକିସ୍ତାନ ସୀମାରେ ଥିବା…

ସରିଲା ସର୍ବଦଳୀୟ ବୈଠକ; ରାହୁଲ ଓ କଂଗ୍ରେସ ଅଧ୍ୟକ୍ଷ ସରକାରଙ୍କ ‌ସାଥିରେ

ଅପରେସନ୍‌ ସିନ୍ଦୂରର ପ୍ରଥମ ଆଟାକ୍‌ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତିକ୍ରିୟା । କହିଲେ,ଏଭଳି ସଙ୍କଟ ସମୟରେ ଆମେ ସରକାରଙ୍କ ସହ ଅଛୁ । ରାହୁଲ…

ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌; ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ

ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ । ଏ ନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ । ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା,…

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ; ଭାରତ-ପାକିସ୍ତାନ ଟେନସନ୍‌ ମଧ୍ୟରେ ଲାହୋରରେ ବିସ୍ଫୋରଣ

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ। ଭାରତ-ପାକିସ୍ତାନ ଟେନସନ୍‌ ମଧ୍ୟରେ ଲାହୋରରେ ବିସ୍ଫୋରଣ। ଏକାଧିକ ସ୍ଥାନରେ ସିରିଜ ବିସ୍ଫୋରଣ ହୋଇଥିବା ସୂଚନା। ବାଲ୍ଟନ ରୋଡ୍‌, ଗୋପାଲନଗରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ । ପାକିସ୍ତାନର ପଞ୍ଜାବ ପ୍ରଦେଶର ପ୍ରମୁଖ ସହର ଲାହୋରରେ ଗତ…

ଭାରତର ପୁଣି ଏକ ଆକ୍ରମଣ; ପାକିସ୍ତାନକୁ ଯାଉଥିବା ୨୫ଟି ବିମାନ ରୁଟ୍ କଲା ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି । ଦେଶ ତାର ଏୟାରସ୍ପେସରୁ ପାକିସ୍ତାନକୁ ୨୫ଟି ବିମାନ ରୁଟ୍ ବନ୍ଦ କରିଦେଇଛି । ଏହା ସହିତ, ଅଧିକାରୀମାନେ କହିଛନ୍ତି ଯେ, ବିଦେଶୀ ବିମାନ କମ୍ପାନୀଗୁଡ଼ିକୁ ବିକଳ୍ପ ବିମାନ…

ଫସିଗଲା ପାକିସ୍ତାନ ଆର୍ମି; ୧୨ ଜଣଙ୍କର ମୃତ୍ୟୁ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି । ଆକ୍ରମଣ ପରେ, ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହା ଉପରେ ଅନେକ କଟକଣା ଲଗାଇଛି । ତେବେ ଗତକାଲି ବୁଧବାର ଦିନ,…

ଅପରେସନ ସିନ୍ଦୂର ପରେ ଭୟଭୀତ ପାକ୍ ସେନାର ଗୁଳିବର୍ଷା, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୁଧବାର ଚରମ ସୀମାରେ ପହଞ୍ଚିଛି। । ବାୟୁସେନାର ଏହି ଆକ୍ରମଣ ପରେ ବୁଧବାର ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଭାରତର…

ଅର୍ଦ୍ଧ ସାମରିକ ବାହିନୀଙ୍କ ଛୁଟି ବାତିଲ; ସେପଟେ, ଭାରତୀୟ ସୀମାବର୍ତ୍ତୀ ଲୋକଙ୍କୁ ବଙ୍କର ଭିତରକୁ ଯିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ପାକିସ୍ତାନ ପଟରୁ ଜାରି ରହିଛି ଗୁଳି ବର୍ଷା । ମଙ୍ଗଳବାର ମଧ୍ୟ ରାତ୍ରୀରେ ଏୟାରଷ୍ଟ୍ରାଇକ୍ ପରେ ଭୟରେ ଥରୁଛି ପାକିସ୍ତାନର ଛାତି । ଯାହା ଫଳରେ ବିକଳ ହୋଇ ଗୁଳି ବର୍ଷା କରି ଚାଲିଛି ।…

ଅପରେସନ ସିନ୍ଦୁର’ ଉପରେ ଏପରି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେ ମଧ୍ୟରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଏକ ବଡ଼ ଆକ୍ରମଣ କରିଛି । ଏକ ମିଳିତ ଅଭିଯାନରେ, ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ପାକିସ୍ତାନର ୯ଟି ସ୍ଥାନରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି,…

ଅପରେସନ ସିନ୍ଦୂର ପରେ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ: ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ

ଶ୍ରୀନଗର: ଅପରେସନ ସିନ୍ଦୂର ପରେ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ। ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଥିବା ସୂଚନା ରହିଛି। ସେହିପରି ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁ।…

You missed