Category: ପୁରୀ

ଆଜି ପବିତ୍ର ହେରାପଞ୍ଚମୀ : ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ମା ଲକ୍ଷ୍ମୀ

ଆଜି ହେରା ପଞ୍ଚମୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ଆଣିନଥିବାରୁ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି । ଅଥଚ ହଟିଆ ଠାକୁର ନିଜ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥିରେ ଆଣି…

ପୁରୀ ଦଳଚକଟା: ବଦଳିଲେ ପୁରୀ ଜିଲ୍ଲାପାଳ, ଏସପି.ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି

ପୂରୀ: ପୁରୀ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦଳଚକଟାରେ ଅବହେଳା ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପି । ଏଥିସହିତ ଡିସିପିଙ୍କ ସହ ଜଣେ କମାଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି ।…

ଆଦାନୀଙ୍କ ସହ ରାଜ୍ୟରେ ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଉପରେ ଆଲୋଚନା କଲେ ମୋହନ ମାଝୀ

ଭୂବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ…

ଶରଧାବାଲିରେ ଠେଲାପେଲା, ୩ ଭକ୍ତଙ୍କ ମୃତ୍ୟୁ

ଶରଧାବାଲିରେ ଠେଲାପେଲା, ୩ ଭକ୍ତଙ୍କ ମୃତ୍ୟୁ । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା। ଭୋରରୁ ଘଟିଛି ଅଘଟଣ । ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଅଘଟଣ । ଠେଲାପେଲାରେ ପ୍ରାୟ…

ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୂରୀ: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି। ରତ୍ନ ସିଂହାସନ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ଘରକୁ ଯାଇଛନ୍ତି ମହାବାହୁ। ଏହାରି ମଧ୍ୟରେ ପୁଣି ଆରମ୍ଭ…

ରଥଯାତ୍ରାରେ ସାମିଲ ହେଲେ କୋଟିପତି ବ୍ୟବସାୟୀ ଗୌତମ ଆଦାନୀ, ଶରଧାବାଲିରେ ମହାପ୍ରଭୁଙ୍କୁ ଦର୍ଶନ କଲେ

ପୂରୀ: ଆଜି ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି କୋଟିପତି ବ୍ୟବସାୟୀ ଗୌତମ ଆଦାନୀ । ଗତକାଲି ଠାରୁ ଆରମ୍ଭ ହୋଇଥିବା ପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆରମ୍ଭରେ ଆଦାନୀ ସପରିବାରେ ସାମିଲ ହୋଇଛନ୍ତି । ଆଜି ଭୁବନେଶ୍ବର ବିମାନ ବନ୍ଦରରେ…

ରଥଟଣାରେ ଅହେତୁକ ବିଳମ୍ବ; କାରଣ କହିଲେ ଆଇନ ମନ୍ତ୍ରୀ, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ

ରଥଟଣାରେ ଅହେତୁକ ବିଳମ୍ବ; କାରଣ କହିଲେ ଆଇନ ମନ୍ତ୍ରୀ, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ପୂରୀ: ବଡ଼ଦାଣ୍ଡ ରେ ଜନସମୁଦ୍ର ଭିତରେ ଶୁକ୍ରବାର ଅଳ୍ପବାଟ ଯାଏଁ ଟଣାଗଲା ତିନି ରଥ । ବିଳମ୍ବରେ ଟଣାଗଲା ମହାପ୍ରଭୁ ଜଗନ୍ନାଥଙ୍କ…

ପୁରୀରେ ପତ୍ନୀଙ୍କ ସହ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଳୁଙ୍କୁ ଟଙ୍କ ତୋରାଣୀ ବାଣ୍ଟିଲେ

ପୁରୀରେ ପତ୍ନୀଙ୍କ ସହ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଳୁଙ୍କୁ ଟଙ୍କ ତୋରାଣୀ ବାଣ୍ଟିଲେ ପୂରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛି କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନାତ୍ମକ…

ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି: ଝୁଲି ଝୁଲି ଆସୁଛନ୍ତି ଶ୍ରୀଜିଉ

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ସକାଳୁ ସକାଳୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ଏବେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଧାଡ଼ି ପହଣ୍ଡିରେ ଶ୍ରୀସୁଦର୍ଶନ ରଥେ ବିଜେ କରିସାରିଲେଣି ।…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିୟମ, ନିଷ୍ଠାର ସହ ରଥଯାତ୍ରାରେ ସାମିଲ ହୋଇ ରଥାରୁଢ଼ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି…