ମୁଲବାର କ୍ଲଷ୍ଟର୍ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “
ମୁଲବାର କ୍ଲଷ୍ଟର୍ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ” ଭଟଲି: ଭଟଲି ବ୍ଲକ୍ ଅନ୍ତର୍ଗତ ମୁଲବାର କ୍ଲଷ୍ଟର୍ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ବୁଧବାର ରୁନିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦଶରଥ ଗଡ଼ତିଆଙ୍କ ସଭାପତିତ୍ୱରେ…
