ବଲାଙ୍ଗିର ତୁସ୍ତାପଲ୍ଲୀରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ: ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଆଜି ରାଜ୍ୟ କ୍ୟାବିନେଟ୍ ବଲାଙ୍ଗିର ଜିଲ୍ଲାର ତୁସ୍ତାପଲ୍ଲୀ ଗ୍ରାମ ନିକଟରେ ଜଳ ସୁରକ୍ଷା ନିମନ୍ତେ ଏକ ଅନ୍ତଃନଦୀ ଜଳାଶୟ (In-Stream Storage Structure) ନିର୍ମାଣ ପାଇଁ ୧୦୫,୬୨,୩୩,୯୬୦.୦୦ ଟଙ୍କା (ଏକ ଶହ ପାଞ୍ଚ କୋଟି ବାଷଠି ଲକ୍ଷ ତେତିଶ ହଜାର ନଅ…
