ଘୂର୍ଣ୍ଣିଝଡ ମୃତ୍ୟୁ: ସିଏମଆରଏଫରୁ ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡରେ ୩ ମୃତ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଭୀର ଶୋକ ପ୍ରକାଶ କରିଛନ୍ତି…
