ଏସଆଇ ସ୍କାମ: ଟେକ୍ନୋ ସ୍କୁଲ କ୍ୟାମ୍ପସରେ ସିବିଆଇ ରେଡ
ଭୁବନେଶ୍ୱର: ଏସ୍ଆଇ ପରୀକ୍ଷା ସ୍କାମରେ ସିବିଆଇର ବଡ଼ ଆକ୍ସନ । ଏସ୍ଆଇ ପରୀକ୍ଷା ସ୍କାମ ମାମଲାରେ ଫେରାର ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ସହ ସମ୍ପୃକ୍ତ ଅନଲାଇନ ପରୀକ୍ଷା ସେଣ୍ଟର ଉପରେ ସିବିଆଇର ପ୍ରଥମ ଚଢ଼ାଉ । ଟେକ୍ନୋ ସ୍କୁଲ କ୍ୟାମ୍ପସ ଭିତରେ…
