ଛାତ୍ର ସଂସଦ ନିର୍ବାଚନକୁ ଝଟକା: ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ, ବ୍ୟାସନଗରରେ ସ୍ଥଗିତ
ଛାତ୍ର ସଂସଦ ନିର୍ବାଚନକୁ ଝଟକା: ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ, ବ୍ୟାସନଗରରେ ସ୍ଥଗିତ ଭଦ୍ରକ: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ କ୍ୟାମ୍ପସରେ ଫେରିଛି ଛାତ୍ର ସଂସଦ ନିର୍ବାଚନର ଉଷ୍ମତା। ତେବେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେଉ…
