Category: ଭୁବନେଶ୍ବର

୩ କୋଟିର ମାରିଜୁଆନା ଜବତ: ଜଣେ ଗିରଫ

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା। ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ। ୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଯୁବକ ଗିରଫ। ବ୍ୟାଂକକ୍‌ରୁ ଭୁବନେଶ୍ବର ଆସୁଥିଲା ମାରିଜୁଆନା। ଲଗେଜ…

ଦୁନିଆରେ ସବୁଠାରୁ ବଡ଼ ଧନୀ କେମିତି ହେବ

ଦୁନିଆରେ ସବୁଠାରୁ ବଡ଼ ଧନୀ କେମିତି ହେବ ଏହା ମାତ୍ର ଟଙ୍କା ସଂଗ୍ରହ କରିବାର କଥା ନୁହେଁ, ବରଂ ଏକ ଭାବନା, ଦୃଢ଼ ଲକ୍ଷ୍ୟ ଓ ଶିଷ୍ଟାଚାରର ଯାତ୍ରା। ନିମ୍ନରେ ଆପଣଙ୍କୁ ଧନୀ ହେବା ପାଇଁ ଆବଶ୍ୟକ ୧୦ଟି ମୂଳ ମନ୍ତ୍ର…

କଣ୍ଟାବାଞ୍ଜିରୁ ୫୫ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ୫୫ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା। ସୁଚନା ମୂତବକ ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ ଉଦ୍ଧାର କରିଛି। କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୮ର ଏକ ଘର ଭିତରୁ ଉଦ୍ଧାର କରାଯାଇଛି।…

ଆଜିର ରାଶିଫଳ

🌞 ଆଜିର ରାଶିଫଳ (୪ ଅକ୍ଟୋବର ୨୦୨୫)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି 🌞 🐏 ମେଷ (Aries):ଆଜି ନୂଆ କାମରେ ଆରମ୍ଭ କରିବାର ପାଇଁ ସୁଯୋଗ ମିଳିବ। ଧନ-ଲାଭ ସହିତ ସମ୍ମାନ ବୃଦ୍ଧି ହେବ। ପରିବାରରେ ଖୁସିର ଖବର ଆସିପାରେ। ଶୁଭ…

ଆସନ୍ତା ୯ ରେ ଆଉ ଏକ ଲଘୁଚାପ ସମ୍ଭାବନା; ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ପଛକୁ ପଛ ଲଘୁଚାପ । ଗୋଟିଏ ନ ଯାଉଣୁ ଆଉ ଗୋଟିଏ । ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ସମ୍ଭାବନା । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର…

ସର୍ଭେ ଆଧାରରେ ନୂଆପଡ଼ା ପାଇଁ ହେବ ପ୍ରାର୍ଥୀ ଚୟନ କରାଯିବ – ମନମୋହନ

ରାଜ୍ୟ ବିଜେପିର ନୂଆପଡ଼ା ପ୍ରାର୍ଥୀ କିଏ ହେବ । ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ BJP ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ ‘ସର୍ଭେ ଆଧାରରେ ନୂଆପଡ଼ା ପାଇଁ ହେବ ପ୍ରାର୍ଥୀ ଚୟନ କରାଯିବ । ‘ଲୋକପ୍ରିୟତା ଓ ଦଳୀୟ ଚିନ୍ତାଧାରାରେ…

ଆଜିର ବିଶେଷ ରାଶିଫଳ

🌞 ଆଜିର ବିଶେଷ ରାଶିଫଳ 🌞📅 ତାରିଖ – ୩ ଅକ୍ଟୋବର ୨୦୨୫ (ଶୁକ୍ରବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି 🐏 ମେଷ (Aries)👉 ଆଜି କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ଆସିପାରେ । ପରିବାରରେ ଖୁସିର ଆବହାବାହିନୀ ରହିବ । ✅ ଶୁଭ…

ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ : ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଅହିଂସାର ପ୍ରତୀକ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଅହିଂସା…

ବିଜୟ ଦଶମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଶାରଦୀୟ ଦୁର୍ଗା ପୂଜା ଓ ପବିତ୍ର ବିଜୟ ଦଶମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ମା’ ଦୁର୍ଗା ଆମ ପାଇଁ ଶକ୍ତି…

ପୁଲିସ୍ ଏସଆଇ ପରୀକ୍ଷା ଜାଲିଆତି ମାମଲା : କୋର୍ଟଚାଲାଣ ହେଲେ ୧୧୭ ଜଣ

ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ୧୧୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଗତକାଲି ଗିରଫ ୧୧୭ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି । ଆହୁରି ୯ ଦଲାଲଙ୍କୁ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରା ଉଚରା କରୁଛି…