Category: ଭୁବନେଶ୍ବର

୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଦୁର୍ଗାପୂଜା ପୂର୍ବରୁ ଭୁବନେଶ୍ୱର ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ । ରାସ୍ତା ମରାମତି ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ କଟକ ଓ ଭୁବନେଶ୍ବର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ…

ଘୁଞ୍ଚିଲା ପରୀକ୍ଷା ଓଡ଼ିଶା ପୋଲିସ SI ପରୀକ୍ଷା 2025

CPSE 2025 (କମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା) କିମ୍ବା ଓଡ଼ିଶା ପୋଲିସ SI ପରୀକ୍ଷା 2025 ର ଅକ୍ଟୋବର 4 ରେ ହେବାକୁ ଥିବା ପତ୍ରକୁ ଅକ୍ଟୋବର 6 କୁ ଘୁଞ୍ଚାଇ ଦିଆଯାଇଛି । SI ପରୀକ୍ଷାର ତୃତୀୟ ପରୀକ୍ଷା ପତ୍ରରେ…

ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର; ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବିଡିଓଙ୍କ ପାଇଁ ବାୟୋମେଟ୍ରିକ

ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବିଡିଓଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା । ପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ । ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ । Post…

ଓଡ଼ିଆ ହେଉଛି ଏକ ପ୍ରାଚୀନ ଭାଷା, ଲିଟେରାଲି ଫେଷ୍ଟିଭାଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଓଡ଼ିଶା ଲିଟେରାଲି ଫେଷ୍ଟିଭାଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ। ଭାଷା ମାନବ ସଭ୍ୟତାର ପ୍ରାଣକେନ୍ଦ୍ର, ଓଡ଼ିଆ ହେଉଛି ଏକ ପ୍ରାଚୀନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବେଳର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପି ରହିଛି। ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ବୌଦ୍ଧପୀଠର ବିଭିନ୍ନ…

ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ କ୍ୟାବିନେଟ୍‌ ମିଟିଂ

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ନୂଆ GST ଦ୍ବାରା ଚାଷୀ ଲାଭବାନ ହେବେ, ସାର ମୂଲ୍ୟ ହ୍ରାସ ହେବ’ । ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି’ । ‘ଆଗାମୀ ଦିନରେ ବିଭିନ୍ନ…

ଚନ୍ଦ୍ର ଗ୍ରହଣ ବିଶେଷ ରାଶିଫଳ (ରବିବାର) – ଜାଗ୍ରତ ଭାରତ ନ୍ୟୁଜ୍

🌑 ଚନ୍ଦ୍ର ଗ୍ରହଣ ବିଶେଷ ରାଶିଫଳ (ରବିବାର) – ଜାଗ୍ରତ ଭାରତ ନ୍ୟୁଜ୍ 🗓️ ତାରିଖ ୦୭/୦୯/୨୦୨୫: ରବିବାର ଘଟଣା: ଚନ୍ଦ୍ର ଗ୍ରହଣପ୍ରଭାବ: ସମସ୍ତ ରାଶି ଉପରେ ଅଳ୍ପ କିମ୍ବା ବେଶି ପ୍ରଭାବ ପକାଇବ ♈ ମେଷ ଚନ୍ଦ୍ର ଗ୍ରହଣରେ ମନୋଭାବରେ…

ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ

ରଜଧାନୀରେ ଡପଲର ରାଡାର ସିଷ୍ଟମ ପ୍ରତିଷ୍ଠା ହେବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁରରେ ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ । ବାଲେଶ୍ବର ଓ ସମ୍ବଲପୁରରେ ଭିତ୍ତିଭୂମି କାର୍ଯ୍ୟ ସରିଛି ।…

ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ପାଇଁ ଆବେଦନ ୮କୁ ବୃଦ୍ଧି

ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ରହିଥିଲା। ସାମ୍ବାଦିକଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।…

ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ବିଭିନ୍ନ ଜିଲ୍ଲାକୁ ମିଳିବ ଜିଲ୍ଲା ସଭାପତି

ଭୁବନେଶ୍ୱର, ୦୨/୦୯: ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ବିଭିନ୍ନ ଜିଲ୍ଲାକୁ ମିଳିବ ନୂଆ ଜିଲ୍ଲା ସଭାପତି । ଆଜିଠୁ ‘ସଙ୍ଗଠନ ସୃଜନ ଅଭିଯାନ’ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ସରିବା ପରେ ରାଜ୍ୟରେ କଂଗ୍ରେସର ଥିବା ୩୫ଟି ସାଙ୍ଗଠନିକ ଜିଲ୍ଲାରେ…

ସଂସଦରେ ରହିବ ୩ ଠାକୁରଙ୍କ ୩ ରଥ ଚକ

ଭୁବନେଶ୍ୱର, ୦୨/୦୯ : ସଂସଦରେ ଶୋଭା ପାଇବ ୩ ରଥ ଚକ। ଏଣିକି ସଂସଦରେ ରହିବ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ, ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ। ସଂସଦରେ ତିନି ଠାକୁରଙ୍କ ରଥର ଚକ ରଖିବା…