ହିନ୍ଦୁକୁଶରେ ଭୂମିକମ୍ପ ଝଟ୍କା, ୫.୩ ତୀବ୍ରତାରେ ଥରିଲା ଆଫଗାନିସ୍ତାନ
🌍 ହିନ୍ଦୁକୁଶରେ ଭୂମିକମ୍ପ ଝଟ୍କା, ୫.୩ ତୀବ୍ରତାରେ ଥରିଲା ଆଫଗାନିସ୍ତାନ କାବୁଲ: ଶୁକ୍ରବାର ସକାଳୁ ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ଭାରତୀୟ ସମୟ ପ୍ରାୟ ସକାଳ ୬ଟା ୫୯ ମିନିଟ୍ରେ ଭୂକମ୍ପ ରେକର୍ଡ ହୋଇଥିବା…
