Category: ଭୁବନେଶ୍ବର

ପାରମିତା ଶତପଥୀ ତ୍ରିପାଠୀ ହେଲେ ଓଡ଼ିଶା ଆଇ-ଟି ପ୍ରମୁଖ ମୁଖ୍ୟ କମିସନର

ଭୂବନେଶ୍ୱର, ୧୮/୦୪ : ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପାରମିତା ଶତପଥୀ ତ୍ରୀପାଠି । ୧୯୮୯ ବ୍ୟାଚ୍ ଆଇଆରଏସ ଅଧିକାରୀ ହେଉଛନ୍ତି ପାରମିତା । ପୂର୍ବରୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଡେଟ୍…

ବୃଦ୍ଧି ପାଇଲା ପୋଲିସ କର୍ମଚାରୀଙ୍କ ଦରମା

ଭୂବନେଶ୍ୱର, ୧୮/୦୪ : ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଲା । ମାସିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ…

୨ହଜାର ନୂଆ ଟ୍ରାଫିକ୍ ପଦବିକୁ ମଞ୍ଜୁରି କଲେ ରାଜ୍ୟ ସରକାର

ଭୂବନେଶ୍ୱର, ୧୭/୦୪ : ନୂଆ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ହଜାର ନୂଆ ଟ୍ରାଫିକ୍ ପଦବିକୁ ସରକାରଙ୍କ ମଞ୍ଜୁରି ମିଳିଛି । ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା । ଜ୍ୟରେ ଟ୍ରାଫିକ୍ ଏବଂ…

ରାଜ୍ୟର IAS ଅଫିସର ନେବେ AI ତାଲିମ

ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ପ୍ରୟୋଗ ଉପରେ ବ୍ୟାବହାରିକ ତାଲିମ ନିମନ୍ତେ ବୁଧବାର ଲୋକସେବା ଭବନ ସ୍ଥିତ ରାଜ୍ୟ କନ୍‌ଭେନସନ୍‌ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ୱାଧ୍‌ୱାନି ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳାର ଆୟୋଜନ…

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଧାନସଭା ପରିସରରେ ଶ୍ରଦ୍ଧାଜ୍ଞଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇଲେ । ବିରୋଧୀ ଦଳ…

ଭୁବନେଶ୍ୱରରେ ଗଡକରୀ: ୧୯ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଜି ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଡକରୀ ଏହି ଗସ୍ତ ସମୟରେ ରାଜ୍ୟକୁ ପ୍ରାୟ ୪ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବା ନେଇ ସୂଚନା ରହିଛି…

ଏପ୍ରିଲ୍ ୧୭ରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୂବନେଶ୍ୱର: ଓଡ଼ିଶାର ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗାମୀ ସାଧାରଣ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ଏପ୍ରିଲ୍ ୧୭ ସକାଳ ୧୧ଟାରେ ଖୋଲିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ ୨୧ ଏପ୍ରିଲ୍ ସକାଳ ୮ଟାରେ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ…

ପ୍ରଶାସନରେ ଏ .ଆଇ.ର ଉପଯୋଗ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ

ଭୂବନେଶ୍ୱର : ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୁତ୍ରିମ ବୁଦ୍ଧିମତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ବୁଧବାର ଦିନ ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ୍ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ…

ଗାନ୍ଧୀ ପରିବାର ପାଇଁ ଇଡି କାର୍ଯ୍ୟାଳୟ ଘେରାଉ କଲା ରାଜ୍ୟ କଂଗ୍ରେସ

ଭୂବନେଶ୍ୱର, ୧୬/୦୪ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି ପ୍ରତିବାଦ କରିଛି କଂଗ୍ରେସ । ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ଇଡି କାର୍ଯ୍ୟାଳୟ ଘେରାଉ କରିଛି ଦଳ । ରାଜ୍ୟ କଂଗ୍ରେସ ଭୁବନେଶ୍ୱରସ୍ଥିତ ଇଡି…

ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ନବୀନ : ୧୯ରେ ହେବ ନାଁ ଘୋଷଣା

ଭୂବନେଶ୍ୱର, ୧୭/୦୪ : ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ନବୀନ ପଟ୍ଟନାୟକ । ନବମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ । ଏବେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ…

You missed