ଅଜନ୍ତା ଫୁଟକେୟାରର ଭୁବନେଶ୍ୱରରେ ପ୍ରଥମ ଫ୍ଲାଗଶିପ ଷ୍ଟୋର
ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୩: ମଲ୍ଟି ବ୍ରାଣ୍ଡ ଆଉଟଲେଟ ପ୍ୟାନ ଇଣ୍ଡିଆରେ ୧୯୫୬ ଠାରୁ ଗତ ୬୭ ବର୍ଷ ଧରି ଫୁଟକେୟାର ବ୍ରାଣ୍ଡରେ ନିଜର ଉପସ୍ଥିତି ଜାହିର କରିଥିବା ଅଜନ୍ତା ସୁଜ୍ର ସ୍ୱତନ୍ତ୍ର ଖୁଚୁରା ଚେନ ଭୁବନେଶ୍ୱରର ଅଶୋକନଗରରେ ଏହାର ପ୍ରଥମ…
