Category: ଭୁବନେଶ୍ବର

ବଳକା ଚାଉଳ ନେବାକୁ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି

ଭୁବନେଶ୍ୱର: ରାଜ୍ୟରୁ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

୪ଟା ଯାଏଁ ଗୃହ ମୁଲତବି

୪ଟା ଯାଏଁ ଗୃହ ମୁଲତବି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା। ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ। କଳା ପୋଷାକ ପିନ୍ଧି ଗୃହ ମଧ୍ୟ ଭାଗକୁ ଆସି ନାରାବାଜି। ଗୃହକୁ ଅପରାହ୍ନ ୪ଟା ଯାଏଁ…

ନାଲକୋକୁ କୋଇଲା ଓ ପାଣି ବନ୍ଦ ନେଇ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରସ୍ତୁତି ବୈଠକ ।

ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି…

ଆଇଏଏସସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ୧୯୯୧ ବ୍ୟାଚ୍ ଆଇଏଏସ ସତ୍ୟବ୍ରତ ସାହୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।ସାଧାରଣ…

ଆଜି ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗସ୍ତ

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ୧୦ଟା ୫ମିନିଟରେ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । Post Views: 11

ହୋଡିଂରୁ ଖସି ଯୁବକଙ୍କ ମୃତ୍ୟୁ

ହୋଡିଂରୁ ଖସି ଯୁବକଙ୍କ ମୃତ୍ୟୁ ବାରଙ୍ଗ ଥାନା ବଙ୍ଗାଳି ସାହି ଛକ ନିକଟରେ ଘଟିଛି ଅଘଟଣ। ହୋର୍ଡିଂ ଉପରେ ଚଢ଼ି କାମ କରିବାବେଳେ ବିନ୍ଧିଲା ମହୁମାଛି। ୫୦ ଫୁଟ୍ ଉପରୁ ଖସି ଯୁବକ ମୃତ୍ୟୁ । Post Views: 17

ଛେନାପୋଡ ଓ ରୂପା ତାରକସି କାରୁକାର୍ଯ୍ୟର ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ ସହ ଛେନାପୋଡ ଓ ରୂପା ତାରକସି କାରୁକାର୍ଯ୍ୟର ଉପହାର…

ସାଧାରଣ ଉପଭୋକ୍ତା ଡିଜିଟାଲ ମୋଡ଼ରେ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି

ବଢିବନି ବିଦ୍ୟୁତ ଦର। ୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆରସି। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି OERC । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୩…

ରାଜ୍ୟ ବିଜେପି ନୂଆ ସଭାପତି ମନମୋହନ ସାମଲ

ରାଜ୍ୟ ବିଜେପିର ନୂଆ ସଭାପତି ହେଲେ ମନମୋହନ ସାମଲ । ନିର୍ବାଚନ ପୂର୍ବରୁ ବିଜେପି ବଦଳାଇଲା ବ୍ରିଗେଡ୍ । ପ୍ରଥମେ କ୍ଷେତ୍ରୀୟ ପ୍ରଭାରୀ ନିଯକ୍ତ ହେବା, ବିରୋଧୀ ଦଳ ନେତା ବଦଳିବା ଓ ତା’ପରେ ହଠାତ ଦଳର ସଭାପତି ପରିବର୍ତ୍ତନ ହୋଇଛନ୍ତି…