ନୀଳଗିରି କଲେଜ ଛାତ୍ରଛାତ୍ରୀଙ୍କ ଓଡ଼ିଶା ବିଧାନସଭା ପରିଦର୍ଶନ
ନୀଳଗିରି କଲେଜ ଛାତ୍ରଛାତ୍ରୀଙ୍କ ଓଡ଼ିଶା ବିଧାନସଭା ପରିଦର୍ଶନଭୁବନେଶ୍ୱର, ୨୫ ସେପ୍ଟେମ୍ବର:ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ ନୀଳଗିରି କଲେଜର ଛାତ୍ରଛାତ୍ରୀମାନେ ଆଜି ଏକ ଶିକ୍ଷାମୂଳକ ଭ୍ରମଣରେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ସଂସଦୀୟ କାର୍ଯ୍ୟଧାରା ସମ୍ପର୍କରେ ପ୍ରତ୍ୟକ୍ଷ…
