ପୁଣି ଟାର୍ଗେଟ୍ରେ ରାଜ୍ୟର ୨ ଜିଲ୍ଲା କୋର୍ଟ: ବୋମା ଧମକରେ ଚାଞ୍ଚଲ୍ୟ
ରାଜ୍ୟର ଦୁଇଟି ଜିଲ୍ଲା କୋର୍ଟକୁ ମିଳିଲା ବୋମା ଧମକ । ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଧମକପୂର୍ଣ୍ଣ…
