Category: ଭୁବନେଶ୍ବର

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

ଭୁବନେଶ୍ଵର: ଓଡିଶା-ଛତିଶଗଡ ସୀମା ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କିରମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଦ୍ୱାରା ମାଟି ତଳେ ପୋତା ଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ମାଲକାନଗିରି ଏସ୍…

ଜଳ ସଂପଦ ବିଭାଗର ୩ ଇଂଜିନିୟର ସସପେଣ୍ଡ

ଭୁବନେଶ୍ୱର: ଜଳ ସଂପଦ ବିଭାଗର ୩ ଇଂଜିନିୟର ସସପେଣ୍ଡ । ବରଗଡ ସୁପରିଟେଣ୍ଟେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ ସସପେଣ୍ଡ ହୋଇଛନ୍ତି । ଭେଡେନ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର ସସପେଣ୍ଡ ହୋଇଛନ୍ତି । ବରଗଡ କେନାଲ ସେକ୍ସନର…

ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ଟି ନୂତନ ପଦବୀ ମଞ୍ଜୁର : ସ୍ୱାସ୍ଥ୍ୟସେବା ସୁଦୃଢ଼ୀକରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ନିକଟରେ ଉନ୍ନତମାନର ଚିକିତ୍ସାସେବା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ…

ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା (DCA) ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ସୂଚନାଯୋଗ୍ୟ ଯେ, ୨୦୨୫…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡିଶା ରାଇସ ମିଲର୍ସ ମହାସଂଘ କର୍ମକର୍ତ୍ତା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ଓଡିଶା ରାଇସ ମିଲର୍ସ ସଂଘ ପ୍ରତିନିଧି ମାନେ ସାକ୍ଷାତ କରିଛନ୍ତି। ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି କର୍ମକର୍ତ୍ତା ମାନେ ସାକ୍ଷାତ କରି ମିଲିଂ ଖର୍ଚ୍ଚ…

ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ସମୀକ୍ଷା କରିଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମୀଣ ଉନ୍ନୟନ ପ୍ରତିଷ୍ଠାନ (SIRD) ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ମେଗା ପାଇପ୍ଡ ୱାଟର ସପ୍ଲାଏ (PWS) ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ…

ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ନୂଆ ଦିଶା ଦେଇଛି

ଭୁବନେଶ୍ୱର: ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ପାଇଁ ଦେଶ ଆଗକୁ ବଢି ଚାଲିଛି । ୨୦୩୦ ସୁଦ୍ଧା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୫ ସୁଦ୍ଧା ପୂରଣ ହୋଇଛି…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍: ସମ୍ପୂର୍ଣ୍ଣ ରାଶିଫଳ (୧୦ ଜୁନ୍, ୨୦୨୬) ଆଜିର ଦିନଟି ବାରହୋଟି ରାଶି ପାଇଁ କିପରି ରହିବ, ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪.…

୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଲା କ୍ୟାବିନେଟ

ଭୁବନେଶ୍ଵର: ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ମହିଳା କର୍ମଜୀବିଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବ । ୫୦୦ କୋଟି ବ୍ୟୟରେ ଜଳତଟ ବିକାଶ ଯୋଜନାକୁ ଅନୁମୋଦନ । ସହରରେ ନଦୀ ତଟ ଓ ଜଳଭଣ୍ଡାରକୁ…

ଧର୍ମେନ୍ଦ୍ରଙ୍କ ଗଡରେ ଗର୍ଜ୍ଜନ କରିବେ କହ୍ନେୟା କୁମାର, ଇସ୍ତଫା ଦାବି କରି ସମ୍ବଲପୁରରେ କଂଗ୍ରେସର ସମାବେଶ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡରେ ଗର୍ଜ୍ଜନ କରିବ ଛାତ୍ର କଂଗ୍ରେସ। ଏଥିରେ ଯୋଗଦେବେ ଯୁବ କଂଗ୍ରେସ କର୍ମିଙ୍କୁ ବେଶ ଉତ୍ସାହିତ କରିପାରୁ ଥିବା ନେତା କହ୍ନେୟା କୁମାର। ଆସନ୍ତା ୧୦ ତାରିଖରେ ସମ୍ବଲପୁରରେ ବଡ ଆନ୍ଦୋଳନ ଡାକରା ଦେଇଛି…

You missed