Category: ମାଲକାନଗିରି

ଜାଗ୍ରତ ଭାରତ ନିଉଜର ମହା ପ୍ରଭାବ :ଖବର ପ୍ରସାରଣ ପରେ ନିଷ୍ପତ୍ତି ବଦଳାଇଲେ ଠିକାଦାର

ମହାପ୍ରଭାବ ଜାଗ୍ରତ ଭାରତ ନିଉଜର ମହା ପ୍ରଭାବ :ଖବର ପ୍ରସାରଣ ପରେ ନିଷ୍ପତ୍ତି ବଦଳାଇଲେ ଠିକାଦାର #ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି UGME ସ୍କୁଲ କ୍ୟାମ୍ପସରେ ପିଲାଙ୍କ ପାଇଁ ନିର୍ମାଣ ହେଉଥିବା ଶୌଚାଳୟରେ ପୁରୁଣା ଭଙ୍ଗା ଇଟା ଏବଂ ନିମ୍ନ ମାନର ସିମେଣ୍ଟ…