ଔପନ୍ୟାସିକ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ଅନୁଷ୍ଠିତ
ଔପନ୍ୟାସିକ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ଅନୁଷ୍ଠିତ ଯାଜପୁର —- ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଶାସନ୍ଦା ପଞ୍ଚାୟତ ତାଉତରା ଗ୍ରାମର ବିଶିଷ୍ଟ ଗାଳ୍ପିକ ଏବଂ ଔପନ୍ୟାସିକ ସ୍ବର୍ଗତ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ…
