ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ଓ ଗୀତା ଯଜ୍ଞ ଅନୁଷ୍ଠିତ
ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ଓ ଗୀତା ଯଜ୍ଞ ଅନୁଷ୍ଠିତ ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ର ମୁଁ ପଞ୍ଚାୟତର ଜଗନ୍ନାଥପୁର ଗାଁର ସମାଜସେବୀକା , ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି,ଅମାୟିକ ଏବଂ ଲୋକପ୍ରିୟ ରୁକ୍ମିଣୀ ଦେବୀ…
