୧୯ତମ ଜନ୍ମ ତଥା ଶ୍ରୀରାମ ଚରିତନବାହ୍ଣ ପାରାୟଣ
୧୯ତମ ଜନ୍ମ ତଥା ଶ୍ରୀରାମ ଚରିତନବାହ୍ଣ ପାରାୟଣତାଳଚେର, ୧୯/୦୪ ମହାପ୍ରଭୂ ଶ୍ରୀ ରାମଚନ୍ଦ୍ର, ସ୍ଥାନେଶ୍ୱରୀ ମା’ହିଙ୍ଗୁଳାଙ୍କ ଅପାରକରୁଣାରୁ ତାଳଚେର ସହର ହାଟତୋଟା ସ୍ଥିତ ଶ୍ରୀଶ୍ରୀ ହନୁମାନ ମନ୍ଦିରରେ ୧୯ତମ ଜନ୍ମତ୍ସବ ତଥା ଶ୍ରୀରାମ ଚରିତନବାହ୍ଣ ପାରାୟଣ ଆଜି ଠାରୁ ୯ଦିନ ବ୍ୟାପୀ…
୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ
୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ ତାଳଚେର ତାଳଚେର ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ଥାନେଶ୍ବରୀ ମା’ ହିଙ୍ଗୁଳାଙ୍କର ଅପାର କରୁଣାରୁ ହାଟତୋଟା ତାଳଚେରସ୍ଥ ଶ୍ରୀ ଶ୍ରୀ ସଙ୍କଟମୋଚନ ରୁଦ୍ରାତ୍ମକ ହନୁମାନ ମୂର୍ତି ମନ୍ଦିରର ୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ…
ଜିଲ୍ଲା ମହୋତ୍ସବ ଅବସରରେ ଯୋଗ ଶିବିର ଆୟୋଜନ
ଜିଲ୍ଲା ମହୋତ୍ସବ ଅବସରରେ ଯୋଗ ଶିବିର ଆୟୋଜନ ଅନୁଗୋଳ,୧୮.୦୪ : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ମହୋତ୍ସବ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହେଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ…
ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ ଉଦ୍ଘାଟନଅନୁଗୋଳ ମହୋତ୍ସବ-୨୦୨୬: ଶିଳ୍ପ, ସଂସ୍କୃତି ଓ ବିକାଶର ନୂଆ ଦିଗ- ମୁଖ୍ୟମନ୍ତ୍ରୀ
ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ ଉଦ୍ଘାଟନଅନୁଗୋଳ ମହୋତ୍ସବ-୨୦୨୬: ଶିଳ୍ପ, ସଂସ୍କୃତି ଓ ବିକାଶର ନୂଆ ଦିଗ- ମୁଖ୍ୟମନ୍ତ୍ରୀ ୫୫୯ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ତାଳଚେରରେ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ: ଉର୍ଜା ସୁରକ୍ଷା ଓ ନିଯୁକ୍ତିର ନୂଆ ଆଶାପାରାଦୀପରୁ ରାଉରକେଲା ପର୍ଯ୍ୟନ୍ତ ଶିଳ୍ପ…
୨୯ତମ ବିଜୁ ପଟ୍ଟନାୟକ ତିରଧାମ ଦିବସ ପାଳିତ
୨୯ତମ ବିଜୁ ପଟ୍ଟନାୟକ ତିରଧାମ ଦିବସ ପାଳିତତାଳଚେର, ୦୧/୦୪ ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୨୯ ତମ ତିରୋଧାନ ଦିବସ ଆଜି ବଡ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସର ଉପଲକ୍ଷେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସକାଳ ୯…
ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଶ୍ରୀରଙ୍ଗରାଜ ସମ୍ମାନ
ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଶ୍ରୀରଙ୍ଗରାଜ ସମ୍ମାନତାଳଚେର, ୧୭/୦୪ ତାଳଚେରର ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟିକ ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀରଙ୍ଗରାଜ ସମ୍ମାନରେ ସମ୍ମାନୀତ କରାଯାଇଛି । ଢେଙ୍କାନାଳର ମିନି ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ଦ୍ୱିତୀୟ ମହିମା ବହି…
ତାଳଚେରରେ ବଢ଼ି ଚାଲିଛି ଗ୍ରୀଷ୍ମତାପ : ପ୍ରଖର ତାତି ଯୋଗୁଁ ରାସ୍ତା ଜନଶୂନ୍ୟ!
ତାଳଚେରରେ ବଢ଼ି ଚାଲିଛି ଗ୍ରୀଷ୍ମତାପ : ପ୍ରଖର ତାତି ଯୋଗୁଁ ରାସ୍ତା ଜନଶୂନ୍ୟ!ତାଳଚେର, ୦୧/୦୪ ଓଡ଼ିଶାର ଉତପ୍ତ ସହରଭାବେ ତାଳଚେର ପରିଗଣିତ ହେଉଥିବା ବେଳେ ଆଜକୁ ଦୁଇଦିନ ହେବ ପାରଦ ଉପରମୁହାଁ ହେବାରେ ଲାଗିଛି । ଗତ ସପ୍ତାହରେ ପାଗ କୋହଲା…
