ମଦ ପିଇବା ପୂର୍ବରୁ ‘ଚିଅର୍ସ’ କାହିଁକି କୁହାଯାଏ?
ବିଶେଷ ଉପସ୍ଥାପନା: ମଦ ପିଇବା ପୂର୍ବରୁ ‘ଚିଅର୍ସ’ କାହିଁକି କୁହାଯାଏ? ଅନୁଗୋଳ: ସାଧାରଣତଃ ପାର୍ଟି ହେଉ କିମ୍ବା ବନ୍ଧୁମିଳନ, ମଦ ପିଇବା ପୂର୍ବରୁ ଗ୍ଲାସକୁ ଗ୍ଲାସ ବାଡ଼େଇ ‘ଚିଅର୍ସ’ (Cheers) କହିବାର ଏକ ପରମ୍ପରା ବହୁ ପୁରାତନ କାଳରୁ ଚାଲିଆସିଛି। କିନ୍ତୁ…
