Category: ଅନୁଗୋଳ

ଦୁର୍ଘଟଣାରେ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ

ଦୁର୍ଘଟଣାରେ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ଗ୍ରାମ ନିକଟ ପେଟ୍ରୋଲ ପମ୍ପ ନିକଟ ଶକ୍ତି ମୋଟର୍ସ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାରର ଚାରି ଚକା ଉପରେ…

ବଁଅରପାଳ ପି ବି କେ ହାଇସ୍କୁଲରେ ଆଇନ ସଚେତନତା ସପ୍ତାହ ପାଳନ

ବଁଅରପାଳ ପି ବି କେ ହାଇସ୍କୁଲରେ ଆଇନ ସଚେତନତା ସପ୍ତାହ ପାଳନ ବଁଅରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଜେ ଏମ ଏଫ ସି କୋର୍ଟର ତାଲୁକ ଆଇନ ସେବା କମିଟିଆନୁକୂଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ…

କଲବଲ କରିବ ଥଣ୍ଡା; ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ

ଆହୁରି କଲବଲ କରିବ ଥଣ୍ଡା। ୩ରୁ ୪ ଦିନ ରାଜ୍ୟରେ ଶୀତ ବଢ଼ିବ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୩ରୁ ୪ ଦିନ…

ବନ୍ତଳାରେ ଶିକାର ନିରୋଧୀ ବାରାକ୍ ର ଉଦଘାଟନ

ବନ୍ତଳାରେ ଶିକାର ନିରୋଧୀ ବାରାକ୍ ର ଉଦଘାଟନ ଅନୁଗୁଳ ବନ ବିଭାଗ ବନ୍ତଳାରେ ଶିକାର ନିରୋଧୀ ବାରାକର ସଫଳତାର ସହ ଉଦଘାଟନ କରିଛି, ଯାହା ଏହି ଅଞ୍ଚଳରେ ବନ୍ୟପ୍ରାଣୀ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଶିକାର କାର୍ଯ୍ୟକଳାପକୁ ରୋକିବା ଦିଗରେ ଏକ…

ପାଣି ପଞ୍ଚାୟତ ପକ୍ଷ ଊପଲକ୍ଷେ ସଚେତନତା ରଥ

ପାଣି ପଞ୍ଚାୟତ ପକ୍ଷ ଊପଲକ୍ଷେ ସଚେତନତା ରଥ ଅନୁଗୋଳ. ତା.୦୬.୦୧:- ଜଳର ସୁପରିଚାଳନା ଓ ସୁବିନିଯୋଗ ପାଇଁଜନସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଊଛି । ଏହି ଉପଲକ୍ଷେ ଜିଲ୍ଲା…

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ. ତା.୦୬.୦୧:- ୭୭ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଷ୍ପତ୍ତ ମୁତାବକ…

ତାଳଚେରରେ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅନୁଷ୍ଠିତ,(ୟୁ ପି କୁ ହରାଇ କଟକ, ଓ କଲିକତାକୁ ହରାଇ ତାଳଚେର ଦ୍ୱିତୀୟ ପର୍ଯ୍ୟାୟ କୁ ଉନ୍ନୀତ)

ତାଳଚେରରେ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅନୁଷ୍ଠିତ,(ୟୁ ପି କୁ ହରାଇ କଟକ, ଓ କଲିକତାକୁ ହରାଇ ତାଳଚେର ଦ୍ୱିତୀୟ ପର୍ଯ୍ୟାୟ କୁ ଉନ୍ନୀତ।) ତାଳଚେର,୫/୧ ତାଳଚେର ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ୟରେ ଡାକ୍ତର ଦେବେନ୍ଦ୍ର…

ଜାତୀୟ ସଡକ ସୁରକ୍ଷା ମାସ ଉପଲକ୍ଷେ ଗଣ ଦୌଡ ଆୟୋଜିତ

ଜାତୀୟ ସଡକ ସୁରକ୍ଷା ମାସ ଉପଲକ୍ଷେ ଗଣ ଦୌଡ ଆୟୋଜିତ ଅନୁଗୋଳ,ତା. ୦୩.୦୧:- “ ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତନ” ରବାର୍ତ୍ତା ନେଇ ଜାତୀୟ ସଡକ ସୁରକ୍ଷା ମାସ ୨୦୨୬ ଚଳିତ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ…

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ଅନୁଗୋଳ,ତା. ୩୧.୧୨:- ସ୍ଥାନୀୟ ବିଜୁ ମଇଦାନ ଠାରେ ଆୟୋଜିତ ଜିନ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ…

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଊଦଘାଟିତ

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଊଦଘାଟିତ ଅନୁଗୋଳ,ତା. ୩୦.୧୨:- ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି । ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି…

You missed