ଅସ୍ମିତା ଖେଲୋ ଇଣ୍ଡିଆ ଓଡ଼ିଶା wushu ମହିଳା ଲିଗି 2025 ଦିତୀୟ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଲେ
ଆଜି ଦ୍ୱିତୀୟ ଦିନ ରେ ଅସ୍ମିତା ଖେଲୋ ଇଣ୍ଡିଆ ଓଡ଼ିଶା wushu ମହିଳା ଲିଗି 2025 ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁଦ୍ର ନାରାୟଣ…
