ଡେରେଜାଙ୍ଗ ଡ୍ୟାମ୍ ଜଗୁଆଳି ହତ୍ୟାକାଣ୍ଡ: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ
ଡେରେଜାଙ୍ଗ ଡ୍ୟାମ୍ ଜଗୁଆଳି ହତ୍ୟାକାଣ୍ଡ: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଅନୁଗୋଳ: ଅନୁଗୋଳ ଜିଲ୍ଲାର ବହୁଚର୍ଚ୍ଚିତ ଡେରେଜାଙ୍ଗ ଡ୍ୟାମ୍ ୱାଚମ୍ୟାନ୍ ଜଗନ୍ନାଥ ସେନାପତି ହତ୍ୟା ମାମଲାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ADJ) ଅଦାଲତ ଶୁକ୍ରବାର ଐତିହାସିକ ରାୟ ପ୍ରକାଶ କରିଛନ୍ତି।…
