Category: ଅନୁଗୋଳ

ତାଳଚେରରେ ଘନଘନ ବିଜୁଳିକାଟ୍ ଲୋକେ ଅତିଷ୍ଠ : ରାତିଅଧରେ ପହରା ଦେଉଛନ୍ତି ଅଂଚଳବାସୀ

ତାଳଚେରରେ ଘନଘନ ବିଜୁଳିକାଟ୍ ଲୋକେ ଅତିଷ୍ଠ : ରାତିଅଧରେ ପହରା ଦେଉଛନ୍ତି ଅଂଚଳବାସୀତାଳଚେର, ୧୩/୦୭ ତାଳଚେର ଭଳି ଏକ ଶିଳ୍ପନଗରୀ ଅଂଚଳରେ ୩ଟି ବୃହତମ ବିଦ୍ୟୁତ କାରଖାନା ରହିଛି । ତାଳଚେର ଅଂଚଳବାସୀଙ୍କୁ ନିରବଚ୍ଛନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପରିବର୍ତେ…

କିଶୋରନଗର ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

କିଶୋରନଗର ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା.୧୩.୦୭:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, କିଶୋରନଗର ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଅନୁଗୋଳ ଜିଲ୍ଲା କୋର୍ଟକୁ ବୋମା ଧମକ ଇ-ମେଲ୍, ଚାଲିଛି କଡ଼ା ତଲାସି

ଅନୁଗୋଳ: ଅନୁଗୋଳ ଜିଲ୍ଲା କୋର୍ଟକୁ ବୋମା ଧମକ ସମ୍ବଳିତ ଏକ ଇ-ମେଲ୍ ଆସିଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ପୋଲିସ ପ୍ରଶାସନ ତୁରନ୍ତ ସତର୍କ ହୋଇ ବୋମା ଚିହ୍ନଟ ଓ ନିଷ୍କ୍ରିୟ ସ୍କ୍ୱାଡ୍ (BDDS), ସ୍ଥାନୀୟ ପୋଲିସ ଏବଂ ବରିଷ୍ଠ…

ହଣ୍ଡପା ଥାନାରେ ପହଞ୍ଚିଲେ ଅନୁଗୋଳ ଏସ୍‌ପି, ପୋଲିସ କାର୍ଯ୍ୟକାରିତାର କଲେ ସମୀକ୍ଷା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ହଣ୍ଡପା ଥାନା ପରିଦର୍ଶନ କରି ପୋଲିସ କାର୍ଯ୍ୟକାରିତାର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଥାନାର ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ଆଇନ-ଶୃଙ୍ଖଳା ପରିସ୍ଥିତି, ମାମଲାର…

ମେଡ଼ିକାଲ କଲେଜକୁ ନେଇ ରାଜନୀତି ବନ୍ଦ କରାଯାଉ : ସର୍ବଧାରଣ

ମେଡ଼ିକାଲ କଲେଜକୁ ନେଇ ରାଜନୀତି ବନ୍ଦ କରାଯାଉ : ସର୍ବଧାରଣତାଳଚେର, ୧୨/୦୭ ତାଳଚେର ମେଡ଼ିକାଲ କଲେଜରେ ଗତକାଲି ଏକ ଅଭାନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମେଡ଼ିକାଲ କଲେଜରେ କାର୍ଯ୍ୟରତ ଠିକାକର୍ମଚାରୀ ଓ ଷ୍ଟାପନର୍ସଙ୍କୁ ମାରାତ୍ମକ ଆକ୍ରମଣ କରାଯାଇଛି ବୋଲି ସେମାନେ…

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫପାଣ୍ଠିରୁ କ୍ୟାନସର ରୋଗୀଙ୍କୁ ୩ଲକ୍ଷଟଙ୍କା ସହାୟତା

। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫପାଣ୍ଠିରୁ କ୍ୟାନସର ରୋଗୀଙ୍କୁ ୩ଲକ୍ଷଟଙ୍କା ସହାୟତାତାଳଚେର, ୧୨/୦୭ ତାଳଚେର ପୌରପରିଷଦର ବନମାଳି ମହାରଣା କ୍ୟାନସର ପିଡ଼ୀତ ହୋଇ ଭୂବନେଶ୍ୱର ସୋମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ରୋଗରେ ଆକ୍ରାନ୍ତ ହୋଇ ବନମାଳିଙ୍କ ପରିବାର ଆର୍ଥିକ ସଙ୍କଟରେ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ ଆଜିର ରାଶିଫଳ (୧୩ ଜୁଲାଇ ୨୦୨୬, ସୋମବାର) ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ଆନନ୍ଦର ପରିବେଶ ରହିବ।ଶୁଭ ସଂଖ୍ୟା: ୯ଶୁଭ ରଙ୍ଗ: ଲାଲଶୁଭ ସମୟ: ସକାଳ ୮:୦୦ – ୧୦:୦୦ପ୍ରତିକାର: ହନୁମାନ…

ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା, ଅଞ୍ଚଳରେ ଚାଞ୍ଚଲ୍ୟ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଳୁଅକଟା ଗ୍ରାମ ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ଶନିବାର ରାତି ପ୍ରାୟ ସାଢେ ନଅଟା ବେଳେ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରା ଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ପର୍ଶୁ ବେହେରାଙ୍କ ପୁଅ ହେମନ୍ତ…

କଟୁରୀର ଆକ୍ରମଣ ଘଟଣାରେ ଦୋଷୀକୁ ୩ବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମନା

କଟୁରୀର ଆକ୍ରମଣ ଘଟଣାରେ ଦୋଷୀକୁ ୩ବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମନା଼ତାଳଚେର, ୧୧/୦୭ ଜଣେ ବ୍ୟକ୍ତିକୁ କଟୁରୀରେ ଆକ୍ରମଣ କରି ୪ହଜାର ଟଙ୍କା ଯୋରଜବଦସ୍ତ ଛଡ଼ାଇନେବା ମାମଲାରେ ତାଳଚେର ଥାନା ଅନ୍ତର୍ଗତ ରେମୁଆଁ ନୂଆସାହିର ଲୋକନାଥ ପଟ୍ଟନାୟକକୁ ତାଳଚେର ଉପଖଣ୍ଡ…