ପାଲଲହଡା ଉପଖଣ୍ଡକୁ ପରିଭ୍ରମଣ କଲେ ଉପ ମୂଖ୍ୟମନ୍ତ୍ରୀ
ପାଲଲହଡ଼ା: ୦୫.୦୭.୨୦୨୬ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଉପଖଣ୍ଡକୁ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଅପରାହ୍ନ ୦୩:୩୦ ସମୟରେ ଭ୍ରମଣ କରିଥିଲେ। ଏହି ଭ୍ରମଣ ସମୟରେ ସେ ପ୍ରଥମେ…
