ଅନୁଗୁଳ ୧୫ ନମ୍ବର ୱାର୍ଡରେ ବିଧାୟକ ପ୍ରତାପ ପ୍ରଧାନଙ୍କ ଜନସମ୍ପର୍କ ସଭା: ହିତାଧିକାରୀଙ୍କୁ ମିଳିଲା ସହାୟତା
ଅନୁଗୋଳ: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁଗୁଳ ମୁନିସିପାଲିଟିର ୧୫ ନମ୍ବର ୱାର୍ଡ ତାମ୍ରିତ୍ କଲୋନୀରେ ଏକ ସଚେତନତା ଓ ଜନସମ୍ପର୍କ ସଭା ଅନୁଷ୍ଠିତ…
