ଅପରାହ୍ନରେ ତାଣ୍ଡବ ରଚ଼ିଳା କାଳବୈଶାଖୀ
ଭବାନୀପାଟଣା (ଜାଗ୍ରତ ଭାରତ )କଳାହାଣ୍ଡି ଜିଲ୍ଲା ମୁଖ୍ୟ ସହର ଭବାନୀପାଟଣା ସହରରେ କାଲି ଅପରାହ୍ନରେ ତାଣ୍ଡବ ରଚ଼ିଳା କାଳବୈଶାଖୀ। ସହରର ବିଭିନ୍ନ ସ୍ଥାନମାନଙ୍କଠାରେ ଗଛପତ୍ର ଭାଙ୍ଗି ଯାତାୟତ ରେ ବାଧା ଉପୁଜିବା ସହ ବିଦ୍ୟୁତ୍ ସର୍ବହରା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।…
