ଆଧାରରେ ନାମ ପାରବର୍ତନ ହେବାରୁ ସରକାରୀ ସହାୟତାରୁ ବଞ୍ଚିତ
ଆଧାରରେ ନାମ ପାରବର୍ତନ ହେବାରୁ ସରକାରୀ ସହାୟତାରୁ ବଞ୍ଚିତ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଘୋଳିଯୋବା ଗ୍ରାମରେ ଏକ ପରିବାର ଶ୍ରୀ ପାର୍ଥ ନିଆଲ,ପିତା-ଚନ୍ଦ୍ର ନିଆଲ ,ମାତା-ପତୁନା ନିଆଲ,ଗ୍ରାମ, ଘୋଳିଯୋବା, ବ୍ଲକ, ଜୁନାଗଡ଼, ର ଅତି ଗରିବ ପରିବାରେ ଜନ୍ମ…
