ଆଦିକବି ସାରଳା ଦାସ ଙ୍କ ୬00ତମ ଜୟନ୍ତୀ ଉପଲକ୍ଷେ ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ଦୁଇ କୃତି ବରିଷ୍ଠ ଶିକ୍ଷାବିତ ଙ୍କୁ ବିପୁଳ ସମ୍ପର୍ଦ୍ଧନା
( ଆଦିକବି ସାରଳା ଦାସ ଙ୍କ ୬00ତମ ଜୟନ୍ତୀ ଉପଲକ୍ଷେ ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ଦୁଇ କୃତି ବରିଷ୍ଠ ଶିକ୍ଷାବିତ ଙ୍କୁ ବିପୁଳ ସମ୍ପର୍ଦ୍ଧନା )ଜଗତସିଂହପୁରତା =20/7/25ଜଗତସିଂହପୁର ଜ଼ିଲ୍ଲା ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ବାଲିକୁଦା ଅଞ୍ଜିରା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ…
