Category: ଜଗତସିଂହପୁର

ପାରାଦୀପ ହେଉଛି ଭାରତର ଆର୍ଥିକ ପ୍ରୟୋଗଶାଳା – ଧର୍ମେନ୍ଦ୍ର ପ୍ରଧାନ

• କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଲେ • ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ଲୋକାର୍ପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ସୁଦୃଢ଼…

ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ଶିଳ୍ପମନ୍ତ୍ରୀ

ପାରାଦୀପ : ପାରାଦୀପ ପୌରପାଳିକାର ବିଭିନ୍ନ ୱାର୍ଡ ରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଉଦ୍‌ଘାଟନ କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ସର୍ବପ୍ରଥମେ ପାରାଦୀପ ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ବଡ଼ପଡ଼ିଆ ବଜାର ଠାରେ ରହିଥିବା ଦୁର୍ଗାମଣ୍ଡପ…

ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍

ଜଗତସିଂହପୁର : ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଏକାସଙ୍ଗେ ୫ଟି ସ୍ଥାନରେ ରେଡ୍। ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ…

ଦେଶାନ୍ତର ହେବେ ୨୦ ବାଙ୍ଗଲାଦେଶି

ଭୁବନେଶ୍ବର: ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ବାଂଲାଦେଶୀ। ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କଲେ ରାଜ୍ୟ ସରକାର। ସୂଚନା ଅନୁଯାୟୀ, ୨୧୦୯ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି, ୨୦୨୫ ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି। ଆଉ ୧୩ ଜଣଙ୍କ ପରିଚୟ…

କୋଇଲା ବୋଝେଇ ଜାହାଜରେ ନିଆଁ

କୋଇଲା ବୋଝେଇ ଜାହାଜରେ ନିଆଁ ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ଏକ ଜାହାଜରେ ଲାଗିଲା ନିଆଁ। ଆଇ ଓ ବି ବର୍ଥରେ କୋଇଲା ବୋଝେଇ ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଜାହାଜଟି ସି କ୍ୟୁ ୨ ବର୍ଥକୁ ସ୍ଥାନାନ୍ତର କରାଯାଇଛି।…

ଜଗତସିଂହପୁରରେ ବେଆଇନ ବାଲି ଚାଲାଣ ପାଇଁ ଚଢ଼ାଉ; ୪୦ରୁ ଊର୍ଦ୍ଧ୍ବ ହାଇୱା ଓ ଟ୍ରାକ୍ଟର ଜବତ

ଜଗତସିଂହପୁରରେ ବେଆଇନ ବାଲି ଚାଲାଣ ପାଇଁ ଚଢ଼ାଉ; ୪୦ରୁ ଊର୍ଦ୍ଧ୍ବ ହାଇୱା ଓ ଟ୍ରାକ୍ଟର ଜବତ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ…

ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ

ପାରାଦୀପ: ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ ଆରମ୍ଭ ହୋଇଛି। ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଚାଲିଛି ଦିନିକିଆ ସମରାଭ୍ଯାସ। ଜଳପଥରେ ଅନୁପ୍ରବେଶ ରୋକିବା ଏହାର ଲକ୍ଷ୍ୟ। Post Views: 8

କଳିଙ୍ଗ ବାଲିଯାତ୍ରା ଉଦଘାଟିତ

କଳିଙ୍ଗ ବାଲିଯାତ୍ରା ଉଦଘାଟିତ ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା। ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପସ୍ଥିତ ଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ସାଂସଦ ବିଭୁ ତରାଇ ଓ ବିଧାୟକ ରମାକାନ୍ତ…

ଅକ୍ଟୋବର ୩ରେ ଗୋପାଳପୁର ଓ ପାରାଦୀପ ଦେଇ ଗତି କରିବ ଗଭୀର ଅବପାତ

ଭୁବନେଶ୍ବର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଆଡୁ ଏକ ଲଘୁଚାପ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଡିପ୍ରେସନରେ ପରିଣତ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛି। ଏହା ଦିନ ୧୧.୩୦ସମୟରେ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ରୁ ପ୍ରାୟ ୪୦୦ କିଲୋମିଟର…

ଭାରତୀୟ ମଜଦୁର ସଂଘ ବାର୍ଷିକ ଜ଼ିଲ୍ଲା ସମ୍ମିଳନୀ ପାରାଦ୍ୱୀପ ପୋର୍ଟ କ୍ଲବ ସମିଳନୀ କକ୍ଷ ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି

ଭାରତୀୟ ମଜଦୁର ସଂଘ ବାର୍ଷିକ ଜ଼ିଲ୍ଲା ସମ୍ମିଳନୀ ପାରାଦ୍ୱୀପ ପୋର୍ଟ କ୍ଲବ ସମିଳନୀ କକ୍ଷ ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଭାରତୀୟ ମଜଦୁର ସଂଘ ଜ଼ିଲ୍ଲା ସଭାପତି ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ…