Category: ଢେଙ୍କାନାଳ

ହାତୀ ଆକ୍ରମଣ ରେ ବୃଦ୍ଧ ଗୁରୁତର

ହାତୀ ଆକ୍ରମଣ ରେ ବୃଦ୍ଧ ଗୁରୁତର ହିନ୍ଦୋଳ :14/06/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ପଂଚାୟତ ବାଘଧରିଆ ଗ୍ରାମର ବିପିନ ଗଡ଼ନାୟକ 4ଘଟିକା ସମୟରେ ବାଘଧରିଆ ସ୍କୁଲ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ହାତୀ ସହିତ ମୁହଁମୁହିଁ ହୋଇଯିବାରୁ ହାତୀ ଶୁଣ୍ଢରେ…

ମଙ୍ଗଳପୁର ମଜୁରୀ ଛକ ଠାରେ ଝିଅ ବୋହୂମାନେ ରଜ ପର୍ବ କୁ ଧୁମ ଧାମ ରେ ପାଳନ କରିଛନ୍ତି

ଢେ଼ଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ମଜୁରୀ ଛକ ଠାରେ ଝିଅ ବୋହୂମାନେ ରଜ ପର୍ବ କୁ ଧୁମ ଧାମ ରେ ପାଳନ କରିଛନ୍ତି। ଘରେ ଘରେ ବାର ଆଲୁଚପ ପକୁଡ଼ି ସୁଜି ପିଠା ଓ ବିଭିନ୍ନ ପ୍ରକାରର ପୀଠ ଘରେ ଘରେ…

ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ

ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ କରାଯାଉଛି । ୧୫ ପ୍ରକାର ନୂଆ ଦୋଳି ଲାଗିଚି। ଝିଅ ଓ ବହୁ ମାନେ ଏହି ଦୋଳି ର ମଜା ନେଉଛନ୍ତି ।…

ପ୍ରିୟ କାର୍ଯ୍ୟାଳୟ ରେ ରଜ ମହୋତ୍ସବ ପାଳିତ

ପ୍ରିୟ କାର୍ଯ୍ୟାଳୟ ରେ ରଜ ମହୋତ୍ସବ ପାଳିତ ଆଜି ତା ୧୪. ୦୬.୨୦୨୫ ରିଖ ଶନିବାର ପବିତ୍ର ପହିଲି ରଜ ଉପଲକ୍ଷେ ଲାଉଲଇ ପଞ୍ଚାୟତ ସ୍ଥିତ ” ପ୍ରିୟ” କାର୍ଯ୍ୟାଳୟ ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ର ଠାରେ ରଜ ମହୋତ୍ସବ…

ଡିପିଜେପି ଜୁଏଲାରୀ ର ରଜ ପର୍ବରେ ବଡ଼ ଅଫର

ଡିପିଜେପି ଜୁଏଲାରୀ ର ରଜ ପର୍ବରେ ବଡ଼ ଅଫର. ଢେଙ୍କାନାଳ ଜିଲ୍ଲାର ସର୍ବବୃହତ ସୁନା ଗହଣା ସୋରୁମ ଡିପିଜେପି ଜୁଏଲାରୀ ପରିବାର ତରଫରୁ ରଜ ପର୍ବ ଉପଲକ୍ଷେ ତାର ପ୍ରିୟ ଗ୍ରାହକ ମାନଙ୍କ ପାଇଁ ଢେଙ୍କାନାଳ ଜିଲାରେ ପ୍ରଥମ ଥର ପାଇଁ…

ହାତୀପଲ ଙ୍କ ଦ୍ଵାରା ଆମ୍ବ ବଗିଚା ନଷ୍ଟ ସରକାରୀ ସହାୟତା ଦାବୀ

ଢେ଼ଙ୍କାନାଳ ସଦର ବ୍ଲକ ଶୁଖାଇ କାଟେଣି କତକମଡା ଆମ୍ଭ ଚାଷୀ ରୁଦ୍ରାନ୍ତ କୁମାର ଦଳେଇ ଙ୍କ ଆମ୍ବ ବଗିଚାରେ ୧୫ଟିକିଆ ହାତୀ ପଲ ପଶି ୧୦୦ ରୁ ଉର୍ଦ୍ଧ ଗଛକୁ ନଷ୍ଟ କରି ଦେଇଛନ୍ତି । ଓ ୨ଟି ୧୦ ଇଞ୍ଚି…

ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ଢେଙ୍କାନାଳ :12/06- ଆଜି ଅପରାହ୍ନରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ବିକାଶ ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୋମେଶ…

ସଚ଼େତନତା ଧର୍ମୀ ୪ ବିକାଶ ବାହନ ପରିକ୍ରମଣ ଶୁଭାରମ୍ଭ

ସଚ଼େତନତା ଧର୍ମୀ ୪ ବିକାଶ ବାହନ ପରିକ୍ରମଣ ଶୁଭାରମ୍ଭ ଢ଼େଙ୍କାନାଳ, ତ।. ୧୨.୦୬.୨୦୨୫- ସରକାର ଗଠନର ବର୍ଷପୂର୍ତ୍ତି ଉପଲକ୍ଷେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଏଥିରେ ହିତାଧିକାରୀମାନଙ୍କ ସହଯୋଗ ଓ ଭାଗୀଦାରୀ ପାଇଁ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ପକ୍ଷରୁ…

ସହରାଞ୍ଚଳରେ ମଧ୍ୟ ଗାଁକୁ ନାହିଁ ରାସ୍ତା ଗ୍ରାମବାସୀ ହନ୍ତସନ୍ତ

ସହରାଞ୍ଚଳରେ ମଧ୍ୟ ଗାଁକୁ ନାହିଁ ରାସ୍ତା ଗ୍ରାମବାସୀ ହନ୍ତସନ୍ତ ହିନ୍ଦୋଳ-ଦେଶ ସ୍ୱାଧୀନତା ହେବାର ୭୮ବର୍ଷ ପରେ ମଧ୍ୟ ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ…

ଅମାବାସ୍ୟା ପର୍ଯ୍ୟନ୍ତ ପଟି ଦିଅଁ ପୂଜା ପାଇବେ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପଟି ଦିଅଁ ପୂଜା ପାଇବେ। ବଳରାମ ଙ୍କ ବଦଳ ରେ ବାସୁଦେବ, ଶୁଭଦ୍ରା ଙ୍କ ବଦଳ ରେ ଭୁବନେଶ୍ବରି, କୃଷ୍ଣ ଙ୍କ ବଦଳ ରେ…