ରୂପାନ୍ତରିତ ହେବ ଗ୍ରାମାଞ୍ଚଳର ସମସ୍ତ ମହାବିଦ୍ୟାଳୟ
ରୂପାନ୍ତରିତ ହେବ ଗ୍ରାମାଞ୍ଚଳର ସମସ୍ତ ମହାବିଦ୍ୟାଳୟ ଢେଙ୍କାନାଳ, ତା. ୧୫,୦୯.୨୦୨୩ ଜିଲ୍ଲାରେ ଥିବା ଗ୍ରାମାଞ୍ଚଳର ସମସ୍ତ ମହାବିଦ୍ୟାଳୟର ରୂପାନ୍ତରଣ ହେବ । ଏଥୂପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥିତ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ…
