Category: ଢେଙ୍କାନାଳ

ଟାଟା ଷ୍ଟିଲ୍ ମେରାମଣ୍ଡଳୀଠାରେ ରକ୍ତଦାନ ଶିବିର ଆୟୋଜିତ: ୩୪୦ ୟୁନିଟ୍ ରକ୍ତ ସଂଗୃହୀତ

ଟାଟା ଷ୍ଟିଲ୍ ମେରାମଣ୍ଡଳୀଠାରେ ରକ୍ତଦାନ ଶିବିର ଆୟୋଜିତ: ୩୪୦ ୟୁନିଟ୍ ରକ୍ତ ସଂଗୃହୀତ ମେରାମଣ୍ଡଳୀ, ୧୩ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ୍‌)ଠାରେ ଟାଟା ମେନ୍ ହସ୍ପିଟାଲ୍ (ଟିଏମ୍‌ଏଚ୍‌), ମେରାମଣ୍ଡଳୀ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଟାଟା…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ବୈଶାଖ ମାସର ବରୁଥିନୀ ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ବୈଶାଖ ମାସର ବରୁଥିନୀ ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ…

ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ବଡ଼ ଦୁର୍ଘଟଣା, ୩ ମୃତ, ୩ ଗୁରୁତର

ଟେଣ୍ଟ୍ ବନ୍ଧାବେଳେ ବଡ଼ ଦୁର୍ଘଟଣା, ୩ ମୃତ, ୩ ଗୁରୁତର (ହିନ୍ଦୋଳ – ମନୋଜ କୁମାର ମହାପାତ୍ର) – ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ…

ଭାରତୀୟ ଯୋଗ ସଂସ୍ଥାନ ର ୬୦ ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର ୧୧ ତମ ବାର୍ଷିକ ଉତ୍ସବ ପାଳିତ

ଆଜି ତା.12.04.2026 ରିଖ ରବିବାର, ଲେଖକ ସଂସଦ ଠାରେ ଭାରତୀୟ ଯୋଗ ସଂସ୍ଥାନ ର 60 ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର 11 ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏଥିରେ ଓଡ଼ିଶାର ପ୍ରାନ୍ତ…

ଏନଡିଆରଏଫ୍ ପକ୍ଷରୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଏନଡିଆରଏଫ୍ ପକ୍ଷରୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ମେରାମଣ୍ଡଳୀ, ଏପ୍ରିଲ ୧୨, ୨୦୨୬: ଜରୁରୀକାଳୀନ ପ୍ରସ୍ତୁତି ଏବଂ ସାମୁଦାୟିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମୁଣ୍ଡଳୀ, ଭୁବନେଶ୍ୱର ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ୍) ଏବଂ…

ସଞ୍ଜପଡ଼ାର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ତାଳପତ୍ରରେ ପ୍ରସ୍ତୁତ ସାମଗ୍ରୀ Tata Steel Foundation enables Sanjapada Women to Build Sustainable Livelihoods from Palm Leaves

ସଞ୍ଜପଡ଼ାର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ତାଳପତ୍ରରେ ପ୍ରସ୍ତୁତ ସାମଗ୍ରୀ ମେରାମଣ୍ଡଳୀ, ୦୯/୦୪/୨୦୨୬: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସଞ୍ଜପଡ଼ା ଗ୍ରାମର ମହିଳାମାନେ ପାରମ୍ପରିକ ଦକ୍ଷତାକୁ ଆତ୍ମନିର୍ଭରଶୀଳତାରେ ରୂପାନ୍ତରିତ କରି ଉଦାହରଣ ପାଲଟିଛନ୍ତି। ଏହି ଅଞ୍ଚଳରେ ପ୍ରଚୁର ପରିମାଣରେ ତାଳପତ୍ର ଉପଲବ୍ଧ…

ସର୍ବସାଧାରଣ ଜମିକୁ ଜବରଦଖଲ ଉଚ୍ଛଦେ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ସର୍ବସାଧାରଣ ଜମିକୁ ଜବରଦଖଲ ଉଚ୍ଛଦେ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମ ପଂଚାୟତର କୁଶୁପଦା ଗ୍ରାମର ବହୁ ଅଧିବାସୀମାନେ ସର୍ବସାଧାରଣ ସରକାରୀ ଜମିର ଜବରଦଖଲ ଉଚ୍ଛେଦ ନିମନ୍ତେ ଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ…

ସର୍ବସାଧାରଣ ଚଳପ୍ରଚଳ ସ୍ଥାନରେ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଇବାରୁ ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ସର୍ବସାଧାରଣ ଚଳପ୍ରଚଳ ସ୍ଥାନରେ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଇବାରୁ ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମ ପଂଚାୟତର କମନିଙ୍ଗ୍ ଗ୍ରାମର ସର୍ବସାଧାରଣ ଚଳପ୍ରଚଳ ଜାଗାରେ ଜଙ୍ଗଲ ବିଭାଗ…

ଦିତୀୟ ମହିମା ବହି ମେଳା ଏପ୍ରିଲ ୧୦ରୁ

ଦିତୀୟ ମହିମା ବହି ମେଳା ଏପ୍ରିଲ ୧୦ରୁ ଚଳିତ ଏପ୍ରିଲ ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଦିତୀୟ ମହିମା ବହିମେଳା ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ।ଏଥି ପାଇଁ ନିୟୁ ଇଣ୍ଡିଆ ପକ୍ଷରୁ ଦଧିବାମନ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ…

ଚିତ୍ତଲପୁରରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଜନସ୍ଫୂର୍ତ୍ତିରେ ପାଳିତ

ଚିତ୍ତଲପୁରରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଜନସ୍ଫୂର୍ତ୍ତିରେ ପାଳିତ ଚିତ୍ତଲପୁର: ବିଶ୍ୱର ସର୍ବବୃହତ ରାଜନୈତିକ ଦଳ Bharatiya Janata Party (ବିଜେପି)ର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ବାବନ୍ଧ ମଣ୍ଡଳ ବିଜେପି ପକ୍ଷରୁ ଚିତ୍ତଲପୁର ସ୍ଥିତ ବାବା ଉଗ୍ରେଶ୍ୱର…