୧୨ ଫେବୃଆରୀ ଭାରତ ବନ୍ଦ ପାଇଁ ଶ୍ରମିକ, କୃଷକ କର୍ମଚାରୀଙ୍କର ଗଣ କନ୍ଭେସନ୍
୧୨ ଫେବୃଆରୀ ଭାରତ ବନ୍ଦ ପାଇଁ ଶ୍ରମିକ, କୃଷକ କର୍ମଚାରୀଙ୍କର ଗଣ କନ୍ଭେସନ୍ ଢେଙ୍କାନାଳ ମେହେନ୍ତର ସଂଗଠନ କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ଶ୍ରମିକ ସଂଗ ସାନ ଫେଡେରେସନ୍ ଆହ୍ୱାନରେ ଶ୍ରୀନିବାସ ସାହୁଙ୍କ ସଭାପତିତ୍ୱରେ ଗଣକନ୍ଭେନ୍ସନ୍ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆସନ୍ତା…
