ସତ୍ୟସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ସହର ପରିକ୍ରମା
ସତ୍ୟସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ସହର ପରିକ୍ରମା ଢେଙ୍କାନାଳ ସହର ମହାବୀର ବଜାରସ୍ଥିତ ପି.ଡବ୍ଲ୍ୟୁ.ଡି ରାସ୍ତରେ ଅବସ୍ଥିତ ସତ୍ୟ ସାଇ ବାବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ପରିକ୍ରମା ଅନୁଷ୍ଠିତ ହୋଇଯାଇଅଛି । ଆଜି ବାଜିଚୌକ…
