Spread the love

କଙ୍କଡପାଳ ଗଜପତି କ୍ଲୁବ ପକ୍ଷରୁ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ – କଙ୍କଡପାଳଗଜପତି କ୍ଲୁବ ପକ୍ଷରୁ ପ୍ରଭୁ ଶ୍ରୀ ଗଜପତି ଙ୍କର ଭାଷଣି ଶୋଭାଯାତ୍ରା ପାଳିତ ହୋଇଛି ,କଟକ ବିଡାନାସୀ ରୁ ସାଇ ଲଷ୍ମୀ ବାଜପାର୍ଟି ଓ ପଣ୍ଡା ଡିଜେ ର ସଂଗୀତ ଦ୍ୱରା ଗଜପତି ଙ୍କୁ ବିଶର୍ଜନ କରା ହୋଇଥିଲା
ବିଶେଷ ଆକର୍ଷଣ ରୂପେ ହାତି କୁ ରଖା ଯାଇଥିଲା
ସମାଜ ସେବି ଶ୍ରୀ ରାମ ଚନ୍ଦ୍ର ପାତ୍ର ଭସାଣି ରେ ଯୋଗ ଦେଇ ମେମ୍ବର ମାନଂକୁ ଉତ୍ସାହ ଦେବ ସହ ଭସାଣି କୁ ଆରମ୍ଭ କରିଥିଲେ
ପରେ ପରେ ମା କାଜଲେଇୀ ମନ୍ଦିର ରୁ ମେଢ଼ ବାହାରି ରଞ୍ଜା କେନାଲ ରେ ବିସର୍ଜନ ହୋଇଥିଲେ
ଶେଷ ସମୟରେ ଜୟ ଜୟ ଗଣପତି ବାବା ମୋରୀୟା ପୁଣି ଆରବର୍ଷକୁ ଫେରିଆ ଗୀତରେ ସଭାପତି ଙ୍କ ସହ ଝୁମିଥିଲେ।

Leave a Reply

Your email address will not be published. Required fields are marked *